ବିଲୁପ୍ତପ୍ରାଣୀ ସାଳିଆପତନୀ ଉଦ୍ଧାର

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ପକ୍ଷରୁ ଆଜି ଏକ ସାଳିଆପତନୀ ଉଦ୍ଧାର କରାଯାଇଛି । ସାଳିଆପତନୀଟିକୁ ନୂଆଭୁବନ ରାସ୍ତା ପାର୍ଶ୍ଵରେ ବୁଲା କୁକୁର ଧରି ପକାଇଥିଲେ । ସ୍ଥାନୀୟ ଲୋକମାନେ ଏହି ବିଲୁପ୍ତ ପ୍ରାଣୀକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିଲେ । ବନବିଭାଗ ପକ୍ଷରୁ ସାଳିଆପତନୀକୁ ପ୍ରାଣୀ ଚିକିତ୍ସଳୟକୁ ନେଇ ଚିକିତ୍ସା କରାଯିବ ବୋଲି ରେଞ୍ଜର ଅନିତା ସେଠୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!