csstore

ବିଶ୍ୱାତ୍ମ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷଷ୍ଠ ଅନ୍ତଃସ୍ତରୀୟ ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଖୁଜେନପାଲି ବଲାଙ୍ଗିରଠାରେ ଆୟୋଜିତ ହୋଇଥିବା ବିଜ୍ଞାନ ମେଳାରେ ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ସାହାଜବାହାଲର ମୁଖ୍ୟ ଆଚାର୍ଯ୍ୟ ଚନ୍ଦ୍ର କୁମାର ପୁରୋହିତଙ୍କୁ ଷଷ୍ଠ ବିଜ୍ଞାନ ଗାଇଡ ଶିକ୍ଷକ ଭାବେ ପୂୂୂଜ୍ୟପାଦସ୍ୱାମୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀ ଉପଢୌକନ ସହ ପୁରସ୍କୃତ କରିଥିଲେ । ଏହି ବିଜ୍ଞାନ ମେଳାରେ ଚତୁର୍ଥ ଶ୍ରେଣୀର ଛାତ୍ରୀ ସୋନାୟା ପୁରୋହିତ, ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ରୀତମ୍ଭରା ପଧାନ ଓ ୫ମ ଶ୍ରେଣୀ ଛାତ୍ର ପ୍ରତାପ ଶତପଥି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନରେ ଶ୍ରେଷ୍ଠ ବିବୋଚିତ ହୋଇ ପୁରସ୍କୃତ ହୋଇଥିଲେ ।

jayashree
Leave A Reply

Your email address will not be published.