pr

ବାନ୍ଧନଘୋରରେ ୧୦ତମ ପ୍ରେମାନନ୍ଦ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାନ୍ଧନଘୋର ରେ ୧୦ତମ ପ୍ରେମାନନ୍ଦ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ ମ୍ୟାଚର ଫିତା କାଟି ଶୁଭାରମ୍ଭ କରିଥିଲେ । ଏଥିରେ ପୂର୍ବତନତ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଚିଙ୍କୁ ପଧାନ, ସହିତ ଯତୀନ ଗୁରହଣ୍ଡି, ଆଶିଷ ବାଗ, ମଣ୍ଟୁ ବେରିଆ, ବିଷ ସାହୁ, ସନ୍ତୋଷ ସାହୁ, ଚକମନ ବୁଡେକ, ହୃଷି ପୁରୋହିତ, ବାବୁ, ଚିଣ୍ଟୁ, କାଶୀ, ଜିତୁ, ପ୍ରସ୍ନନ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.