csstore

ମାଲକାନଗିରି ଜିଲ୍ଲାର ୮ ଜଣ ଆଦିବାସୀଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା, ରାଜ୍ୟସ୍ତରରେ ହେଲେ ସମ୍ମାନିତ

ମାଲକାନଗିରି : ଦେଶିଆ ନାଟ, ନୃତ୍ୟ, ସଙ୍ଗୀତ, କ୍ରୀଡା, ସମାଜ ସେବା, ଗବେଷଣା, ବାଲୁକା ଶିଳ୍ପ ଆଦି କ୍ଷେତ୍ର ସଫଳତା ହାସଲ କରିଥିବା ଆଠ ଜଣ ଆଦିବାସୀ ସମ୍ପ୍ରଦାୟର ଯୁବକ ଯୁବତୀଙ୍କୁ ରାଜ୍ୟସ୍ତରରେ ସମ୍ମାନିତ କରାଯାଇଛି । ଭୁବନେଶ୍ୱର ଠାରେ ଆୟୋଜିତ ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ମାଲକାନଗିରି ଜିଲ୍ଲାର ଅର୍ଜୁନ ନାୟକ(କ୍ରୀଡା), ସଦାଶିବ ନାୟକ(ଏଥେଲେଟିକସ), ଅନାଦିକାଡା(ନାଟ ଗୁରୁ), ଲଷ୍ମୀ ସୋଡି (ମହିଳା ଏଥେଲେଟିକସ), ଜୟନ୍ତୀ ବୁରୁଦା(ସମାଜ ସେବା), ଗୁପ୍ତ ପ୍ରସାଦ ମୁଦୁଲି (ତୀରନ୍ଦାଜ), ମୁକା କବାସୀ (ବାଲୁକା ଶିଳ୍ପ), ସିରିଶା କାରାମି(ମହିଳା କ୍ରୀଡା)ଙ୍କୁ ସଫଳତା ପାଇଁ ରାଜ୍ୟସ୍ତରରେ ସମ୍ମାନିତ ସହିତ ପୁରସ୍କୃତ କରାଯାଇଛି ।

jayashree
Leave A Reply

Your email address will not be published.