ଝଲପଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଶବ ରଖି ରାସ୍ତା ଅବରୋଧ କଲେ ଲୋକେ

ଟିଟିଲାଗଡ, (କେପିଏନ୍‌ଏସ୍‌) : ସିନ୍ଧେକେଲା ଥାନା ଝଲପ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ବେଳେ ଏହି ଦୁର୍ଘଟଣାରେ ବାପା ଗୁରୁତର ଥିବା ବେଳେ ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା । ତେବେ ଶିଶୁପୁତ୍ରର ମୃତଦେହକୁ ଥାନା ସମ୍ମୁଖରେ ରଖି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.