csstore

ସରମୁହାଣ ଠାରେ ଆମ ପୋଲିସ ବୈଠକ ଅନୁଷ୍ଠିତ ନେଇ ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ସ୍ଥିତ ବେଲପଡାର ସରମୁହାଣ ଠାରେ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଥିବା ନେଇ ଏସ୍‌ପି ନିତିନ କୁଶଲକର ସୂଚନା ଦେଇଛନ୍ତି । ତେବେ ଏହି ବୈଠକ ଟି ଅନୈତିକ ଭାବେର ଜିଲ୍ଲାରେ ହଉଥିବା ମାନବ ଚାଲାଣକୁ ରୋକିବା ପାଇଁ କରାଯାଇଥିବା ବେଳେ ଏଥିରେ ପାଟଣାଗଡ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ଏବିଡିଓ ପାଟଣାଗଡ, ବିଭିନ୍ନ ଗ୍ରାମ ପଂଚାୟତର ସରପଂଚ, ୱାର୍ଡ ସଦସ୍ୟ, ଆଶା କର୍ମୀ, ଅଙ୍ଗନାୱାଡି କର୍ମୀ ଏବଂ ଅନ୍ୟାନ୍ୟ ସମାଜସେବୀ ଉପସ୍ଥିତ ଥିବା ନେଇ ଏସ୍‌ପି ନିତିନ କୁଶଲକର ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.