ରାବଣ ଦହନ ବେଳେ ଅଘଟଣ : ଲୋକଙ୍କ ଉପରେ ପଡିଲା ରାବଣଙ୍କ ପୁତ୍ତଳିକା, ଅନେକ ଆହତ

ଯମୁନାନଗର : ଦଶହରା ଅବସରରେ ସାରା ଦେଶରେ ରାବଣ ଦହନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ରାବଣ ଦହନ ସମୟରେ ହରିୟାଣାର ଯମୁନାନଗରରେ ଏକ ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଦହନ ସମୟରେ ରାବଣଙ୍କ ପୁତ୍ତଳିକା ଲୋକଙ୍କ ଭିଡ ଉପରେ ପଡିଥିଲା । ଏଥିରେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି । କିଛି ଭୟରେ ସେହି ସ୍ଥାନରୁ ଦୌଡି ପଳାଇଥିଲେ ।

Leave A Reply

Your email address will not be published.