ତେନ୍ତୁଳିଗୁମା ଗ୍ରାମରୁ ପବିତ୍ର ମାଟି ସଂଗ୍ରହ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନ୍ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜନ୍ମସ୍ଥାନ କୋରାପୁଟ ଜିଲ୍ଲା ବୈପିରୀଗୁଡା ବ୍ଲକର ତେନ୍ତୁଳିଗୁମା ଗ୍ରାମରୁ ପବିତ୍ର ମାଟି ସଂଗୃହୀତ ହୋଇଛି । ମାଟି ସଂଗ୍ରହ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଳସ ଶୋଭାଯାତ୍ରା ଏବଂ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!