ମୟୁରଭଞ୍ଜର ବର୍ଷାଧୌତ ମାଟିରେ ପରିକ୍ରମା କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୟୁରଭଞ୍ଜର ବର୍ଷାଧୌତ ମାଟିରେ ପରିକ୍ରମା କରି ଅହିଂସା ରଥ ସ୍ୱାଧୀନତାର ଉଚ୍ଛାସକୁ ଅଧିକ ରୁଦ୍ଧିମନ୍ତ କରିଛି । ବିଶୋଇ ବ୍ଲକର ଏକାଧିକ ପଞ୍ଚାୟତବାସୀ ଭବ୍ୟ ସାଂସ୍କୃତିକ ପରିବେଶ ମଧ୍ୟରେ ଗତକାଲି ଅହିଂସା ରଥକୁ ସ୍ୱାଗତ କରିବା ସହ ସୃତିଚାରଣ କରିଛନ୍ତି ସ୍ବାଧୀନତାର ଅମୃତ ସାଧକଗଣଙ୍କୁ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.