ସରକାର ମିଶନ ଶକ୍ତି ମହିଳାମାନଙ୍କ ହାତରେ ନ୍ୟସ୍ତ କରିବାକୁ ଯାଉଛନ୍ତି ୫ଟି ଅଧୀନରେ ରୂପାନ୍ତରିତ ହୋଇଥିବା ସ୍କୁଲର ତଦାରଖ ଦାୟିତ୍ୱ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ୫ଟି ଅଧୀନରେ ରୂପାନ୍ତରିତ ହୋଇଥିବା ସ୍କୁଲର ତଦାରଖ ଦାୟିତ୍ୱ ମିଶନ ଶକ୍ତିର ଏସଏଚ୍‌ଜି ମା’ମାନଙ୍କ ହାତରେ ନ୍ୟସ୍ତ କରିବାକୁ ଯାଉଛନ୍ତି । ଏଥିରେ ଏସ୍‌ଏଚ୍‌ଜି ମା’ମାନଙ୍କ ପାଇଁ ଦୈନିକ ପାରିଶ୍ରମିକର ବ୍ୟବସ୍ଥା କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.