oom

ନୂଆଁଖାଇ ଭେଟ୍‌ଘାଟ୍ ପାଇଁ ଜିଲ୍ଲା କନ୍ଧ ସମାଜର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsmm

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମୁଟଝୁଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ନୂଆଁଖାଇ ଭେଟ୍‌ଘାଟ୍ ପାଇଁ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ସୁରେଶ ଭୋଇ, ଜିଲ୍ଲା ସଂଗଠକ ଦୈତାରି ଭୋଇ, ତୁରେକେଲା କନ୍ଧ ସମାଜ ବ୍ଲକ୍ ସଭାପତି ଜୟ ଗୋପାଳ ଭୋଇ, ମୁରିବାହାଲ କନ୍ଧ ସମାଜ ବ୍ଲକ୍ ସମ୍ପାଦକ ଗୋପାଳ ସିଂ ଭୋଇ, କୋଷାଧ୍ୟକ୍ଷ ଡମ୍ବରୁଧର କୁଅଁର, କପିଲାଶ ମାଝି, ସାନୁ ମାଝି, କେଶବ ଭୋଇ, କୁଳଦୀପ ମାଝି, ଗୋବିନ୍ଦ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.