ସାମ୍ବାଦିକଙ୍କ ମାତୃ ବିୟୋଗ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡର ଯୁବ ସାମ୍ବାଦିକ ସୁବୋଧ କୁମାର ମେହେରଙ୍କ ମା’ ସୁମିତ୍ରା ମେହେରଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଥିବା ଜଣାପଡିଛି । ସେ ବୃଦ୍ଧାବସ୍ଥା ଜନିତ ରୋଗରେ ପୀଡିତ ଥିଲେ । ଜଣେ ପରୋପକାରୀ, ଧର୍ମପରାୟଣା ମହିଳା ଭାବରେ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ପାଟଣାଗଡ ସହରରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.