ଡେଲାଙ୍ଗ ଓ କଣାସରେ ବିଜୁଳି ସଂଯୋଗ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଓଡିଶା By Koshala Prabaha On Sunday 21st August 2022, 10:33 am Share ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତିରିମଲରୁ ଡେଲାଙ୍ଗକୁ ସଂଯୋଗ କରୁଥିବା ୩୩କେଭିର ଦୟାନଦୀ ମଧ୍ୟଦେଇ କ୍ରଷ କରିଥିବା ଦୁଇଗୋଟି ଖୁଣ୍ଟି ଉପୁଡିଯାଇଥିବାରୁ ଡେଲାଙ୍ଗ ଓ କଣାସର ବିଜୁଳି ସଂଯୋଗ ପୁରାପୁରି ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିଥିବା ସୂଚନା ମିଳିଛି । delanga news