ସରଗାଡରେ କରୋନା ସଚେତନତା ଶିବିର ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସରଗାଡ ଗାଁରେ ଜଗନ୍ନାଥ ଯୁବ ପରିଷଦ ଆନୁକୂଲ୍ୟରେ ମାସ୍କ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସେବତୀ ସୁନା ମୁଖ୍ୟ ଅତିଥି, ଲିଲିମା ରଣା, କୁମାରୀ ନାଏକ ଓ କୈବର୍ତ୍ତ ପଧାନ ସମ୍ମାନିତ ଅତିଥି ଭାବେଯୋଗ ଦେଇଥିଲେ । ଜଗନ୍ନାଥ ଯୁବ ପରିଷଦର ସଭାପତି ରାଜକିଶୋର ସେଠ୍‌, ସମ୍ପାଦକ ନାରାୟଣ ବାରିକ, ପ୍ରକାଶ ବାରିକ, ମୋହନ ସେଠ୍‌ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.