oom

ସାମାଜିକ ଅନୁଷ୍ଠାନ ଆଭା ଅନ୍ୱେଷ ତରଫରୁ ବୃକ୍ଷ ରୋପଣ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷାବିତ୍‌ମାନଙ୍କ ଦ୍ଵାରା ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ଆଭା ଅନ୍ୱେଷ ତରଫରୁ ସେକ୍ଟର ୨୧ ନୟାବଜାର ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଆର୍ତ୍ତ ଜେନା, ପ୍ରଧାନ ଶିକ୍ଷକ ଏମଡି ଇମ୍ରାନ ଖାନ, ଶରତ ପତି, ଭାସ୍କର ନନ୍ଦ, ବଳରାମ ଶତପଥୀ, ବିଜୟ ସାମଲ, ବିଜୟ ସାହୁ, ହରିହର ବେହେରା, ଯଶୋବନ୍ତୀ ସାହୁ, ସୁଷମା ଜେନା, ମହେନ୍ଦ୍ର ସାହୁ, ନମିତା ମହାନ୍ତି, ସଂଜୟ ମଲ୍ଲିକ, ନଳିନୀପ୍ରଭା ସାହୁ, ସଂଯୁକ୍ତା ରାଉତ, ବୃନ୍ଦାବନ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ବିଜୟ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.