ବିନା ଅନୁମତିରେ ମାଟି ଚାଲାଣ ନିମନ୍ତେ ୧ ଲକ୍ଷ ଟଙ୍କା ଜୋରିମାନା

ସୁବର୍ଣ୍ଣପୁର, (କେପିଏନଏସ୍‌) : ଆଜି ଏକ ହାଇୱା ଉପଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲାର ଖାରି ନିକଟରୁ ମାଟି ଚାଲାଣ କରୁଥିବା ସମୟରେ ସୋନପୁର ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଚଢ଼ାଉ କରି ହାଇୱାକୁ ୧ ଲକ୍ଷ ଟଙ୍କା ବେନିୟମ ମାଟି ଚାଲାଣ ନିମନ୍ତେ ଜୋରିମାନା କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.