ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ବ୍ୟବହାରକୁ ବାଧ୍ୟତାମୂଳକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏଣିକି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ବିନା କୌଣସି ଗାଡି ରାସ୍ତାରେ ଗଡି ପାରିବ ନାହିଁ । ୨୦୧୯ ମସିହାରୁ ପଞ୍ଜୀକୃତ ସମସ୍ତ ଗାଡିରେ ଏହି ନମ୍ବର ପ୍ଲେଟ୍‌ ରହିଥିବା ବେଳେ ପୁରୁଣା ଗାଡି ଗୁଡିକରେ ଏଭଳି ପ୍ଲେଟ୍ ନାହିଁ । ପୁରୁଣା ଗାଡିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ବ୍ୟବହାରକୁ @STAOdisha ବାଧ୍ୟତାମୂଳକ କରିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.