ବଲାଙ୍ଗିର ପୌରାଧ୍ୟକ୍ଷା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଗାନ୍ଧି ପାଠାଗାର ତରଫରୁ ସମ୍ବର୍ଦ୍ଧନା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌର ପରିଷଦର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ପୌର ପରିଷଦର ସୁପରିଚାଳନା ପାଇଁ ରାଜ୍ୟସ୍ତରରେ ବଲାଙ୍ଗିର ପୌର ପରିଷଦକୁ ମିଳିଛି ସମ୍ମାନ । ଏହି ସଫଳତା ପାଇଁ ପୌରାଧ୍ୟକ୍ଷା ଲିକା ସାହୁଙ୍କୁ ରାଜ୍ୟସ୍ତରରେ ପୁରସ୍କୃତ କରାଯାଇଛି । ଏହି ଉପଲକ୍ଷେ!-->…
Read More...
Read More...