Monthly Archives

September 2026

କେନାବୁଦାରୁ ତମ୍ବା ତାର ଚୋରି ଘଟଣା : ୩ ଅଭିଯୁକ୍ତ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ କେନାବୁଦା ଗ୍ରାମରେ ଚାଷ ଜମିରୁ ତମ୍ବା ତାର ଚୋରି ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ପାଇକମାଲ ଥାନାରେ କେସ୍‌ ନଂ ୨୪୪/୨୦୨୬ରେ ବିଏନ୍‌ଏସ୍‌ର ଧାରା ୩୦୩(୨)/୧୧୨(୨)/୩(୫)…
Read More...

ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ପାଇଲେ ଆନ୍ତର୍ଜାତୀୟ ‘ଗ୍ଲୋବାଲ ପାଥ୍‌ ଫାଇଣ୍ଡର୍ସ ଆୱାର୍ଡ’

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁରର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ 'ଗ୍ଲୋବାଲ ପାଥ୍‌ ଫାଇଣ୍ଡର୍ସ ଆୱାର୍ଡ' ଲାଭ କରି ମହାବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି । ସେ…
Read More...

ନିଶାମୁକ୍ତିର ଶପଥ ନେଲେ ଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଆଜି ନିଶାମୁକ୍ତି ସମ୍ପର୍କିତ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଶାଳୟଙ୍କ ନିର୍ଦ୍ଦେଶକ୍ରମେ ତଥା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର…
Read More...

ଭଣ୍ଡ ବାବା ଓ ମାତାଙ୍କୁ ନେଇ ଝାମେଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ସଦର ଥାନା ତଥା ଲୋଇସିଂହା ବ୍ଲକ ସାଧୂପାଲି ଗ୍ରାମରେ ଗଣେଶ ପୂଜା ଭସାଣୀକୁ ନେଇ ଗଣ୍ଡଗୋଳ ଘଟଣା ଥମି ନ ଥିବା ବେଳେ ଗଣେଶ ପୂଜାକୁ ନେଇ ପୁଣି ଏକ ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ଥାନା ବଡଟିକା ଗ୍ରାମରେ । ବଡଟିକା ଗ୍ରାମରେ ଗଣେଶ…
Read More...

କଲରାପତରିଆ ବାଘ ଛାଲ ବିକ୍ରି ଯୋଜନା ପଣ୍ଡ : ଜଣେ ଗିରଫ

୨ଟି କଲରାପତରିଆ ଛାଲ ଜବତ, ଚାଲାଣ ଚେର ଖୋଜୁଛି ବନ ବିଭାଗ ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କଲରାପତରିଆ ବାଘର ଛାଲ ବିକ୍ରି ପାଇଁ ନେଉଥିବା ବେଳେ ବନ ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ଜଣେ ବ୍ୟକ୍ତି ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘର ଛାଲ ଜବତ…
Read More...

କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହିତ ହିନ୍ଦୀ ଦିବସ–୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟରେ ହିନ୍ଦୀ ଭାଷାର ମହତ୍ତ୍ୱ, ଏହାର ସମୃଦ୍ଧ ସାହିତ୍ୟ ଓ ଜାତୀୟ ଏକତାରେ ହିନ୍ଦୀର ଭୂମିକା ସମ୍ପର୍କରେ…
Read More...

ଛତାମଖନାରେ ନୂଆଁଖାଇ ଭେଟଘାଟ

ନୂଆଁଖାଇ ମାଧ୍ୟମରେ ସମାଜରେ ଥିବା କୁସଂସ୍କାର, ଅସ୍ପୃଶ୍ୟତାକୁ ଦୂର କରିବା-ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂଆଁଖାଇ ତିହାର କେବଳ ପଶ୍ଚିମାଂଚଳ ନୁହେଁ ବର୍ତ୍ତମାନ ଆମ ଦେଶ ସୀମା ପାର କରି ବିଶ୍ୱ ସ୍ତରରେ ପହଂଚିଛି । ଆମେ ଅନେକ ହର୍ଷ ଉଲ୍ଲାସରେ ନୂଆଁଖାଇ ପାଳନ କରିସାରିଛୁଁ ।…
Read More...

ଭୁଷଲାଡ଼ ଯୁବା ମଞ୍ଚ ପକ୍ଷରୁ ନୂଆଖାଇ ଭେଟଘାଟ

କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇଙ୍କ ଗୀତରେ ଝୁମିଲେ ଦର୍ଶକବିକେଶ୍ ସାହୁଙ୍କ ସଂଯୋଜନାରେ 'ଉଂଦେର୍ ପତ୍ରିକା' ଉନ୍ମୋଚନବିଶ୍ୱ ପାରା ତିରନ୍ଦାଜ ପାୟଲ ନାଗଙ୍କୁ ଉଂଦେର୍ ସମ୍ମାନରେ ସମ୍ବର୍ଦ୍ଧିତ ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର…
Read More...

ଅର୍ଜୁନ କୁମାର ସାହୁଙ୍କ କୋଶଲି କଥାନୀ ସଂକଳନ

"ଆଏଜ ବି ଟାକିଛେଁ" ଉନ୍ମୋଚିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନିୟ ଡି.ଏଫ.ଓ ଅଫିସ କନଫରେନ୍ସ ହଲରେ ଅର୍ଜୁନ କୁମାର ସାହୁଙ୍କ କୋଶଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ " ତହଁକ୍ ପ୍ରକାଶନୀ ତରଫରୁ ଉନ୍ମୋଚିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ହାଇଦ୍ରାବାଦ ସ୍ଥିତ ପରମାଣୁ…
Read More...

ଛୁରୀରେ ଆକ୍ରମଣ, ଜୀବନରେ ମାରିଦେବାକୁ ଧମକ : ୧୦ଟି ମାମଲାରେ ଜଡ଼ିତ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ତାମ୍ବିପଦର ଛକ ନିକଟରେ ଛୁରୀରେ ଆକ୍ରମଣ ଏବଂ ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଖପ୍ରାଖୋଲ ପୁଲିସ ଜଣେ ଅଭିଯୁକ୍ତଙ୍କୁ ହରିଶଙ୍କରରୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂଚନା ଅନୁଯାୟୀ,…
Read More...