Monthly Archives

August 2026

ବଲାଙ୍ଗିର ଶାନ୍ତିପଡ଼ା ଚନ୍ଦ୍ରଶେଖର ବାବା ବୋଲବମ୍‌ କମିଟି ପକ୍ଷରୁ କାଉଡ଼ିଆମାନଙ୍କ ବିଶାଳ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ା ଚନ୍ଦ୍ରଶେଖର ବାବା ବୋଲବମ୍‌ କମିଟି ପକ୍ଷରୁ କାଉଡ଼ିଆମାନଙ୍କ ବିଶାଳ ଶୋଭାଯାତ୍ରା ଦେଖିବାକୁ ମିଳିଛି । ଗରା ସାହାଯ୍ୟରେ ହରିଶଙ୍କରରୁ ଉଠାଯାଇଥିବା ଜଳକୁ ଦେବ ଦେବ ମହାଦେବଙ୍କ ପ୍ରତିମୂର୍ତ୍ତି ସହ ଶାନ୍ତିପଡ଼ାରେ ନଗର ପରିକ୍ରମା
Read More...

ବୌଦ୍ଧ ସଂଗ୍ରହାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ଟିମ୍

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁରରେ ଜିଲ୍ଲା ସଂଗ୍ରହାଳୟର ସ୍ୱପ୍ନ ଦେଖିଛନ୍ତି ଜିଲ୍ଲାପାଳ ଡ. ସାହୁ । ଏକ ବର୍ଷର ରହଣି ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଅନେକ ସ୍ୱପ୍ନ ଓ ଯୋଜନା ମଧ୍ୟରୁ ଜିଲ୍ଲା ସଂଗ୍ରହାଳୟ ପ୍ରତିଷ୍ଠା ଏକ ପ୍ରମୁଖ ସ୍ୱପ୍ନ
Read More...

ମୁରିବାହାଲରେ ନାରୀ ସଙ୍ଗଠନ ପକ୍ଷରୁ ଗରିବ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କୁ ଶାଢ଼ୀ, ବସ୍ତ୍ର ବଣ୍ଟନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ବଙ୍ଗୋମୁଣ୍ଡା, ତୁରେକେଲା, ମୁରିବାହାଲ ବ୍ଲକର ନାରୀ ସଙ୍ଗଠନ ପକ୍ଷରୁ ଗୁରୁବାର ମୁରିବାହାଲ ବ୍ଲକ ସଦର ମହକୁମା ସାପ୍ତାହିକ ବଜାର ପ୍ରାଙ୍ଗଣରେ ଗରିବ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମମାନଙ୍କୁ ଶାଢ଼ୀ ଓ
Read More...

ରାକ୍ଷୀ ପୂର୍ଣ୍ଣିମାରେ ନିଶା ନିବାରଣ ସନ୍ଦେଶ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ରକ୍ଷାବନ୍ଧନ ଏବଂ ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଚକ୍ରଧର ନାଏକଙ୍କ ଆୟୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ପବିତ୍ର ରାକ୍ଷୀପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ସମ୍ଭବ କଲେଜ ଧାନଘରା ଠାରେ ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଲେଜର ପ୍ରତିଷ୍ଠାତା
Read More...

ପ୍ରକୃତି ସୁରକ୍ଷାର ବାର୍ତ୍ତା ଦେଇ ନିଆରା ଢଙ୍ଗରେ ରାକ୍ଷୀବନ୍ଧନ

ହରଭଙ୍ଗା, (କେପିଏନ୍‌ଏସ୍‌) : ପବିତ୍ର ରାକ୍ଷୀବନ୍ଧନ ଅବସରରେ ପ୍ରକୃତି ଓ ପରିବେଶ ସୁରକ୍ଷାର ଏକ ନିଆରା ବାର୍ତ୍ତା ନେଇ ବୌଦ୍ଧର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ମୟୂରୀ ଇଣ୍ଡିଆ ପକ୍ଷରୁ ଅନୁଷ୍ଠାନ ସଭାପତି ରମେଶ ପ୍ରଧାନଙ୍କ ତତ୍ୱାବଧାନରେ ଘୁମୁକୋଡ଼ି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପିକନିକ୍
Read More...

ପଲ୍ଲିଶ୍ରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକରେ ପରିବେଶ ସୁରକ୍ଷା ଦୃଷ୍ଟିରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ସ୍ଥିତ ପଲ୍ଲିଶ୍ରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କେ.ଏନ୍.ସି.ଏଫ୍. ଓ ଆର.ସି.ଜେ. ଜାପାନର ସହଯୋଗରେ ବୃକ୍ଷରୋପଣ ତଥା ସବୁଜ ବନାନୀ
Read More...

ଗଞ୍ଜାମ ଜିଲ୍ଲାର ମତ୍ସ୍ୟଜୀବୀଙ୍କ ହିତରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୬୫୦ କୋଟି ଟଙ୍କାର ଅନୁଦାନ ଉତ୍ସର୍ଗୀକୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ସମୁଦାୟ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାର ଉନ୍ନତି ବିଧାନ ଏବଂ ସ୍ଵ-ରୋଜଗାର ନିମନ୍ତେ ୬୫୦ କୋଟି ଟଙ୍କାର ଅନୁଦାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଉତ୍ସର୍ଗୀକୃତ କରାଯାଇଛି । ଗଞ୍ଜାମ
Read More...

ପୂଜ୍ୟପୂଜା ସେବା ସଂଗଠନ ଆନୁକୂଲ୍ୟରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷାବନ୍ଧନ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂଜ୍ୟପୂଜା ସେବା ସଂଗଠନ ଆନୁକୂଲ୍ୟରେ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିର ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ରକ୍ଷାବନ୍ଧନ ଉତ୍ସବ ପାଳନ ହୋଇଯାଇଛି । ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ
Read More...

ଭାରତର ସ୍ୱାଧୀନତା ସଂଗ୍ରାମ ଥିମ୍ରେ ସଜ୍ଜିତ ସ୍ୱତନ୍ତ୍ର ମେଟ୍ରୋ ଟ୍ରେନର ଶୁଭାରମ୍ଭ କଲେ ଶିବରାଜ ସିଂହ ଚୌହାନ

ଶହୀଦ ଏବଂ ବିପ୍ଳବୀମାନଙ୍କ ବଳିଦାନ ଓ ଅବଦାନକୁ ପ୍ରଦର୍ଶିତ କରୁଛି ସ୍ୱତନ୍ତ୍ର ମେଟ୍ରୋ ଟ୍ରେନ୍ଏହି ଅଭିଯାନ ଯୁବପିଢ଼ିକୁ ଦେଶର ସ୍ୱାଧୀନତା ସଂଗ୍ରାମ ବିଷୟରେ ଜାଣିବାକୁ ପ୍ରେରଣା ଦେବ: ଶିବରାଜ ସିଂହ ଚୌହାନ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଏବଂ କୃଷକ
Read More...