ସୋହେଲା–ଗ୍ରିଞ୍ଜେଲ ଓଡ଼ିଆର୍ ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ରାସ୍ତାରୋକ : ଜିଲ୍ଲାପାଳଙ୍କ ଜନଶୁଣାଣିରେ ପହଞ୍ଚିଲେ…
ବରଗଡ଼, (ମୁନ୍ନା ସାହୁ) : ସୋହେଲା–ଗ୍ରିଞ୍ଜେଲ ଓଡ଼ିଆର୍ ରାସ୍ତାର ଅତ୍ୟନ୍ତ ଶୋଚନୀୟ ଅବସ୍ଥାକୁ ନେଇ ଗ୍ରିଞ୍ଜେଲ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ରାସ୍ତାର ଦୁର୍ଦ୍ଦଶା ଏବଂ ଦୀର୍ଘଦିନ ଧରି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ପ୍ରତିବାଦରେ ଗ୍ରାମବାସୀ!-->…
Read More...
Read More...