ବର୍ଷାରେ ଉବୁଟୁବୁ ବଲାଙ୍ଗିର : ରାତିସାରା ଉଦ୍ଧାର କାର୍ଯ୍ୟ ଜାରି
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ଲଗାଣ ବର୍ଷା ଯୋଗୁଁ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି । ଠିକାଦାରପଡ଼ା, ଇଚ୍ଛାପଡ଼ା, ଇନ୍ଦିରାନଗର, କଂସାରିପଡ଼ା, ତାଲପାଲିପଡ଼ା ଓ ତୁଳସୀନଗରରେ ବର୍ଷାଜଳ ଘରେ ପଶିଯିବାରୁ ଅନେକ ପରିବାର ଫସି ରହିଥିଲେ । ପରିସ୍ଥିତି ଗୁରୁତର ହେବା ପରେ!-->…
Read More...
Read More...