ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ବନ ବିଭାଗ କାନ୍ଥ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗତ କାଲିଠାରୁ ହେଉଥିବା ବର୍ଷା ଯୋଗୁଁ ଟିଟିଲାଗଡ ବନ ବିଭାଗର ବାଉଣ୍ଡ୍ରି ୱାଲ ଭୁଷୁଡି ପଡିଥିବା ଆଜି ସକାଳୁ ଦେଖିବାକୁ ମିଳିଛି । ଲୋକଙ୍କ କହିବାନୁଯାୟୀ ପାଖରେ ବସିଥିବା ଗୋଟିଏ ଷଣ୍ଢ ଉପରେ ୱାଲ ପଡ଼ିଯାଇଥିଲା । ଆଖପାଖରେ ଥିବା ସ୍ଥାନୀୟ ଲୋକେ ଧାଇଁ!-->…
Read More...
Read More...