Daily Archives

ମହାନଦୀ ନୃତ୍ୟ ଉତ୍ସବରେ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନର ଛାତ୍ରୀଙ୍କ କୃତିତ୍ୱ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହର ସ୍ଥିତ ସିବିଏସଇ ଅନୁବନ୍ଧିତ ଆବାସିକ ଶିକ୍ଷାନୁଷ୍ଠାନ ଓମ୍ ଭ୍ୟାଲି ପୁଣିଥରେ ନିଜର ସଫଳତାର ମୁକୁଟ ପିନ୍ଧିଛି ଶିକ୍ଷାନୁଷ୍ଠାନର ନବମ ଶ୍ରେଣୀର ଛାତ୍ରୀ ପ୍ରତ୍ୟାଶା ଦାସ । ୨୮ ଜୁନ୍ ୨୦୨୬ ତାରିଖରେ ସମ୍ବଲପୁରଠାରେ ଆୟୋଜିତ ମହାନଦୀ
Read More...

ସହକାରୀ ଶିକ୍ଷକଙ୍କୁ ଭାବ ବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

ଡେଲାଙ୍ଗ, (କେପିଏନ୍‌ଏସ୍‌) : ଜଗଦଲପୁର ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ଗନ୍ଧର୍ବ ସାହୁଙ୍କୁ ବିଦ୍ୟାଳୟ ପରିସରରେ ଭାବ ବିହ୍ୱଳ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମଧୁସୂଦନ ପାହାନ୍ତାସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ସାଲେପାଲି ଗ୍ରାମ ପଞ୍ଚାୟତରେ ବିକଶିତ ଭାରତ ଗ୍ରାମୀଣ ଗ୍ୟାରେଣ୍ଟି ରୋଜଗାର ଯୋଜନା ଓ ଅଜୀବିକା ମିଶନ କାର୍ଯ୍ୟକ୍ରମ…

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ବିକଶିତ ଭାରତ ଗ୍ରାମୀଣ ଗ୍ୟାରେଣ୍ଟି ରୋଜଗାର ଯୋଜନା ଏବଂ ଅଜୀବିକା ମିଶନ ଗ୍ରାମୀଣର ଜାତୀୟସ୍ତରୀୟ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସୁନ୍ଦରଗଡ଼ ଡିପିଆରସି ଭବନରେ ଆଭାସୀ ମାଧ୍ୟମରେ ଜିଲ୍ଲା ପ୍ରଶାସନର ଅଧିକାରୀ, ଜନପ୍ରତିନିଧି, ହିତାଧିକାରୀ ଓ
Read More...

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଠିତ

ବୈଠକରେ ଦୁର୍ଗମ ଅଞ୍ଚଳକୁ ଆମବସ ଚଳାଚଳ ପାଇଁ ଦାବି ରଖିଲେ ବିଧାୟକ ଶ୍ରୀ ତନ୍ତୀ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ନମ୍ବର ୭ର ଚଳିତ ବର୍ଷର ପ୍ରଥମ ବୈଠକ ଭୁବନେଶ୍ୱର ସ୍ଥିତ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ସୁଧୀର
Read More...

ଭାଇବ୍ରାଣ୍ଟର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ନୂତନ ସଭାପତି ଭାବେ ରୋଟାରୀଆନ ଡ. ସଞ୍ଜୁକ୍ତା ପତି ମନୋନୀତ ହେବା ପରେ ପ୍ରଥମ ପ୍ରୟାସ ସ୍ଵରୁପ ଅନୁଷ୍ଠାନର ସାମାଜିକ କାର୍ଯ୍ୟକ୍ରମରେ ଛେଣ୍ଡ ପ୍ରଥମ ଫେଜରେ ଥିବା ଡାକଘର ଠାରେ ଏକ ୱାଟର କୁଲର ଉନ୍ମୋଚନ
Read More...

ସେଲ୍, ରାଉରକେଲା ଇସ୍ପାତ କାରଖାନାର ହଟ୍ ଷ୍ଟ୍ରିପ୍ ମିଲ୍-୨ ଦ୍ୱାରା ଜୁନ୍ ୨୦୨୬ରେ ସର୍ବଶ୍ରେଷ୍ଠ ମାସିକ କଏଲ୍ ରୋଲିଂ…

ରାଉରକେଲା, (ସସ୍ମିତା ପ୍ରଧାନ) : ସେଲ୍, ରାଉରକେଲା ଇସ୍ପାତ କାରଖାନାର ହଟ୍ ଷ୍ଟ୍ରିପ୍ ମିଲ୍-୨, ବିଗତ ଜୁନ୍ ମାସକୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ସହ ସମାପ୍ତ କରିଛି, ଯାହା ଏହାର କାର୍ଯ୍ୟ ଦକ୍ଷତାର ରେକର୍ଡକୁ ଅଧିକ ମଜବୁତ କରିଛି । ଆଲୋଚ୍ୟ ମାସରେ, ହଟ୍ ଷ୍ଟ୍ରିପ୍ ମିଲ୍-୨, ସମୁଦାୟ
Read More...

ଓଡ଼ିଶା ପୁଲିସର ନିଶାମୁକ୍ତ ଓଡିଶା ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଓଡ଼ିଶା ପୁଲିସର ନିଶାମୁକ୍ତ ଓଡିଶା କାର୍ଯ୍ୟକ୍ରମରେ ଡିଏସପି ମନୋରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ସେକ୍ଟର ୧୯ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ବୈଦ୍ୟନାଥ ସାହୁଙ୍କ
Read More...

ଓଡ଼ିଆ ସାହିତ୍ୟରେ ବର୍ଷା ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖା ତରଫରୁ ସେକ୍ଟର ୧୭ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମାସିକିଆ ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଶାଖାର ସଭାପତି ବିଜୟିନୀ ଜେନାଙ୍କ ସଭାପତିତ୍ୱ ଓ ସମ୍ପାଦିକା ସୁସ୍ମିତା
Read More...

ଚାକିରି ଦେବା ନାଁରେ ବଡ଼ ଠକେଇ

ବରଗଡ, (ମୁନ୍ନା ସାହୁ) : ଚାକିରି ଦେବା ନାଁରେ ବଡ଼ ଠକେଇ । ଷ୍ଟିଲ କମ୍ପାନୀରେ କାମ କରିବାକୁ କହି ଡାକିଲେ ଆଉ ଆସିବା ପରେ ମାର୍କେଟିଂ କାମ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ କରିଛନ୍ତି ଯୁବକ ଯୁବତୀ । ଏହି ସଂସ୍ଥା ଠକ ବୋଲି ଜାଣିବା ପରେ ଯୁବକ ଓ ଯୁବତୀମାନେ ବରଗଡ ଟାଉନ୍ ଥାନାରେ
Read More...

ଛତ୍ରପୁର ବ୍ଲକ୍ ପକ୍ଷରୁ “ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ” ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାରେ ଭାଜପା ସରକାର ଅଥବା ମୋହନ ମାଝୀଙ୍କ ସରକାର ଦାୟିତ୍ଵ ନେବାର ଦୁଇ ବର୍ଷ ପୂର୍ତ୍ତି ଅବସରରେ "ବିକାଶର ଧାରା ଓଡ଼ିଶା ସାରା" ଭାବେ ବିଭିନ୍ନ ସ୍ଥାନରେ ବହୁ ରୂପରେ ବିବିଧ କାର୍ଯ୍ୟକ୍ରମମାନ ଚାଲିଛି । ଏହାକୁ ଆହୁରି ସଫଳ ରୂପାୟନ ଦେବା ଲାଗି
Read More...