Daily Archives

ବୃଦ୍ଧାବସ୍ଥା ଭତ୍ତା ପ୍ରଦାନରେ ବିଳମ୍ବ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲେ, ବ୍ରହ୍ମପୁର ସାଂସଦ ଡଃ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ଶା ଭଳି ଗରିବ ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନା ସହାୟତା ରାଶି ପ୍ରଦାନରେ ବ୍ୟତିକ୍ରମ ଦେଖାଦେଇଛି । ବିଶେଷ କରି ମଧୁବାବୁ ପେନସନ୍ ଯୋଜନା ଓ ଜାତୀୟ ବୃଦ୍ଧାବସ୍ଥା ଭତ୍ତା ପ୍ରଦାନରେ ସଫ୍ଟୱେର ଜନିତ ସମସ୍ୟା ଓ ବୈଷୟିକ ତ୍ରୁଟି କାରଣରୁ ଭତ୍ତା
Read More...

ଖେଳୁଥିବା ବେଳେ ବଲ୍‌ ବିସ୍ପୋରଣ : ଜଣେ ଆହତ

ଶେରଗଡ ଥାନା ଅଧିକାରୀଙ୍କ ତଦନ୍ତରେ ଅବହେଳା ଅଭିେଯୋଗ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶେରଗଡ ବ୍ଲକ ଅନ୍ତର୍ଗତ କୁରୁଳା ପଞ୍ଚାୟତ ମହୁରିକଣା ଗ୍ରାମରେ ଯୁବତୀମାନେ ଖେଳୁଥିବା ସମୟରେ ଗୋଲାକାର ବଲ୍‌ଟି ପଡ଼ିଥିବାର ଦେଖିଥିଲେ । ଖେଳୁଥିବା ସମୟରେ ବଲ୍‌ଟିକୁ ଫୋପାଡି ଖେଳିବା ପରେ
Read More...

ଛତ୍ରପୁର ବ୍ଲକ କାର୍ଯ୍ୟାଳୟରେ “ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସୌଜନ୍ୟରେ "ବିକାଶର ଧାରା ଓଡ଼ିଶା ସାରା" କାର୍ଯ୍ୟକ୍ରମ ବୁଧବାର ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ଓଡ଼ିଶାରେ ଭାଜପା ସରକାର ଅଥବା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ
Read More...

ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ଦିଗରେ ଜିଲ୍ଲା ପ୍ରଶାସନ ନୂତନ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବା ଦିଗରେ ଜିଲ୍ଲା ପ୍ରଶାସନ ନୂତନ ପଦକ୍ଷେପ ଗ୍ରହଣ କରିଛି । ଖପ୍ରାଖୋଲ ବ୍ଲକର ବ୍ରାହ୍ମଣୀ ଗ୍ରାମରେ ମାଇକ୍ରୋ ଟୁରିଜିମ୍‌ ବିକାଶ କାର୍ଯ୍ୟ ତ୍ୱରିତ ଗତିରେ ଚାଲିଛି । ଏହା ବଲାଙ୍ଗିରର ପର୍ଯ୍ୟଟନ
Read More...

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆସନ୍ତା ଜୁନ୍ ୨୧ ତାରିଖରେ ପାଳିତ ହେବାକୁ ଥିବା ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୬ ପାଳନ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ଚାଞ୍ଚଲ୍ୟକର ଘଟଣା, ବ୍ୟାଗରୁ ଅଜଣା ମହିଳାଙ୍କ ମୃତଦେହ ଠାବ : ତଦନ୍ତ ଆରମ୍ଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏକ ବ୍ୟାଗ ଭିତରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଠାବ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଉତ୍କଣ୍ଠା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି
Read More...

ପିତୃ ମାତୃହୀନ ଶିଶୁଙ୍କ ପରାମର୍ଶ ଓ କୋର୍ଟ କ୍ୟାମ୍ପ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ସୋନପୁର ବ୍ଲକ ମିଶନ ଶକ୍ତି ଗୃହ ଠାରେ ବ୍ଲକସ୍ତରୀୟ ଶିଶୁ ମଙ୍ଗଳ କମିଟି କୋର୍ଟ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ପିତୃ ମାତୃହୀନ ଶିଶୁଙ୍କ ପାଇଁ ଉପସ୍ଥାପନା ଓ ପରାମର୍ଶ ଶିବିର ଅନୁଷ୍ଠିତ
Read More...