Daily Archives

ପ୍ରସିଦ୍ଧ ଗୀତିକାର ଓ ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଜୋଶୀ ପ୍ରସାର ଭାରତୀର ଅଧ୍ୟକ୍ଷ ନିଯୁକ୍ତ

"ପ୍ରସୂନ ଜୋଶୀଙ୍କ ନିଯୁକ୍ତି ନୂତନ ଶକ୍ତି ଏବଂ ସୃଜନଶୀଳ ସ୍ୱର ସୃଷ୍ଟି କରିବ" : ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ, (ପିଆଇବି) : ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପ୍ରସିଦ୍ଧ ଗୀତିକାର, ଲେଖକ ଏବଂ ଯୋଗାଯୋଗ ବିଶେଷଜ୍ଞ ଶ୍ରୀ ପ୍ରସୂନ ଜୋଶୀଙ୍କୁ ଭାରତର ସାର୍ବଜନୀନ ସେବା ପ୍ରସାରକ ପ୍ରସାର
Read More...

ରାଉରକେଲାରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନେତାଜୀ ସୁଭାଷ ପ୍ରେକ୍ଷାଳୟ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ସୁନ୍ଦରଗଡ଼ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଉରକେଲାର ବିଧାୟକ ଶାରଦା
Read More...

ପଶ୍ଚିମ ଏସିଆ ପରିସ୍ଥିତି ଉପରେ ସରକାରଙ୍କ କଡ଼ା ନଜର : କଳାବଜାରୀ ଓ ବେଆଇନ ମହଜୁଦ ଅଭିଯୋଗରେ ୭୩ ଏଲ୍‍ପିଜି ବିତରକଙ୍କ…

ପ୍ରମୁଖ ବିନ୍ଦୁ• ମାର୍ଚ୍ଚ ୨୦୨୬ ରୁ ପ୍ରାୟ ୫.୯୬ ଲକ୍ଷ ପିଏନ୍‍ଜି ସଂଯୋଗକୁ ଗ୍ୟାସ୍‍ ବଣ୍ଟନ କରାଯାଇଛି ଏବଂ ଅତିରିକ୍ତ ୨.୬୮ ଲକ୍ଷ ସଂଯୋଗ ପାଇଁ ଭିତ୍ତିଭୂମି ସୃଷ୍ଟି କରାଯାଇଛି, ଏହା ସହିତ ପ୍ରାୟ ୬.୬୬ ଲକ୍ଷ ଗ୍ରାହକ ନୂଆ ସଂଯୋଗ ପାଇଁ ପଞ୍ଜିକୃତ ହୋଇଛନ୍ତି।• ୯ ଏପ୍ରିଲ ୨୦୨୬ରୁ
Read More...

ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ହେମସାଗର ଭୋଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମସ୍ତ ଗୁରୁଜୀ ଗୁରୁମାମାନଙ୍କୁ
Read More...

ପ୍ରଭୁ ନୃସିଂହଙ୍କ ଜନ୍ମୋତ୍ସବ ମହା ସମାରୋହରେ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଠାରେ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ତଥା ପ୍ରଭୁ ନୃସିଂହଙ୍କ ଜନ୍ମୋତ୍ସବ ଧୁମ୍‌ଧାମ୍‌ରେ ପାଳନ ହୋଇଯାଇଛି । ଏହି ଅବସରରେ ସୋନପୁର ସହରର ବଡ଼ବଜ଼ାର ସ୍ଥିତ ଶ୍ରୀ ନୃସିଂହ (ଗୁଣ୍ଡିଚା) ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହରୀ ନାମଯଜ୍ଞ ମଧ୍ୟ
Read More...

ଆୟୁର୍ବେଦ ମହାବିଦ୍ୟାଳୟ ପକ୍ଷରୁ ପଞ୍ଚଦିବସୀୟ ନିଃଶୁଳ୍କ ଚିକିତ୍ସା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ବୈଶାଖ ମେଳା ଅବସରରେ ପାଇକମାଲ ଶ୍ରୀଶ୍ରୀ ନୃସିଂହନାଥ ଆୟୁର୍ବେଦ ମହା ବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏକ ପଞ୍ଚଦିବସୀୟ ନିଃଶୁଳ୍କ ଚିକିତ୍ସା ଆୟୋଜକ କରାଯାଇଥିଲା । ପାଇକମାଲ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ
Read More...