Daily Archives

ବର୍ଦ୍ଧିତ ବେଞ୍ଚମାର୍କ ଭାଲୁଏସନ୍‌ ନେଇ ବିଧାୟକଙ୍କ ଉଦବେଗ–ନୀତି ଓ ଭୂମି ଭିନ୍ନତା ପ୍ରକାଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ଜମିର ବେଞ୍ଚମାର୍କ ଭାଲୁଏସନ୍‌ (ବିଏମଭି)ରେ ସମ୍ପ୍ରତି ହୋଇଥିବା ହଠାତ୍ ବୃଦ୍ଧି ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି । ସ୍ଥାନୀୟ ବିଧାୟକ କାଳିକେଶ ନାରାୟଣ ସିଂହଦେଓ ଏହି ପ୍ରସଙ୍ଗରେ ମୂଳନୀତିକୁ ପୁନଃପରୀକ୍ଷା କରିବାକୁ ଦାବି
Read More...

୨ୟ ବନଦୁର୍ଗା ମହୋତ୍ସବ ତୃତୀୟ ସନ୍ଧ୍ୟା

କ୍ଷତିଗ୍ରସ୍ତ ପରିବାରକୁ ସମ୍ପୂର୍ଣ୍ଣ ଥଇଥାନ କରିବା ଏକ ଲକ୍ଷ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ସୁକେତେଲ ଡେମ ତଳି ଅଂଚଳରେ ଥିବା ପଡିଆରେ ଦ୍ୱିତୀୟ ବନଦୁର୍ଗା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ହଜାର ହଜାର ଲୋକ ଯୋଗ ଦେଇ ମହୋତ୍ସବରେ ସାମିଲ ହୋଇଛନ୍ତି । ଅତୀତରେ ଏହି
Read More...

ରେଶମ ସହର ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ସୁଭଦ୍ରା ଶକ୍ତି ଓ ଆତ୍ମନିର୍ଭର ଭାରତ ସ୍ୱଦେଶୀ ମେଳା ଦର୍ଶକଙ୍କୁ ଆକର୍ଷିତ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ତଥା ରେଶମ ସହର ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ସୁଭଦ୍ରା ଶକ୍ତି ଓ ଆତ୍ମନିର୍ଭର ଭାରତ ସ୍ୱଦେଶୀ ମେଳାର ପଞ୍ଚମ ସନ୍ଧ୍ୟାରେ ଅତିଥି ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ବ୍ରହ୍ମପୁର ମହାନଗର ନିଗମର ମେୟର
Read More...

ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଟ୍ରଫି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଟ୍ରଫି ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ମୁଖ୍ୟଅତିଥି ଓ ବ୍ରହ୍ମପୁର ମହାନଗର ନିଗମ କମିଶନର ଆକବରମ ଶସ୍ୟ
Read More...

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରାମଚନ୍ଦ୍ର ମିଶ୍ରଙ୍କ ୩୮ତମ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ଜିଲ୍ଲା ବୋର୍ଡ ସଦସ୍ୟ ରାମଚନ୍ଦ୍ର ମିଶ୍ରଙ୍କ ୩୮ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ କୋର୍ଟପେଟା ଜଗନ୍ନାଥ ମନ୍ଦିରରେ ଇଂ. ଗିରିଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରଥମେ ଆଡ଼ଭୋକେଟ୍‌ ଶିବ ପ୍ରସାଦ
Read More...

ପଶ୍ଚିମ ଏସିଆରେ ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

ଭାରତର ବିଦ୍ୟୁତ୍ ବ୍ୟବସ୍ଥା ଦୃଢ଼ ରହିଛି ଏବଂ ଦୀର୍ଘକାଳୀନ ଚାହିଦା ପୂରଣ କରିବା ପାଇଁ ପ୍ରସ୍ତୁତବନ୍ଦରଗୁଡ଼ିକରେ କାର୍ଯ୍ୟ ସ୍ବାଭାବିକ ରହିଛିଭାରତ ଏବଂ ମରିସସ ମଧ୍ୟରେ ତୈଳ ଏବଂ ଗ୍ୟାସ ଯୋଗାଣ ପାଇଁ ଚୁକ୍ତିନାମା ଚୂଡ଼ାନ୍ତଲେବାନନରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଉପରେ ଗଭୀର ଚିନ୍ତା
Read More...