ପଦ୍ମପୁର ସହରର ମଧ୍ୟ ଭାଗରେ ବେଆଇନ ଗେଟି ଗଚ୍ଛିତ : ପ୍ରଶାସନର ନିଷ୍କ୍ରିୟତା ଉପରେ ଉଠୁଛି ଗୁରୁତର ପ୍ରଶ୍ନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ସିନେମା ହଲ ଛକ ପାଖରେ ବିପୁଳ ପରିମାଣର ବେଆଇନ ଗେଟି ଗଚ୍ଛିତ ଘଟଣା ଏବେ ସାଧାରଣ ଲୋକଙ୍କ ପାଇଁ ଏକ ଗୁରୁତର ସମସ୍ୟା ରୂପେ ପ୍ରକାଶ ପାଇଛି । ଏପରି ଅନୁମତି ବିନା ବ୍ୟବସାୟ ଚାଲିଥିବା ସତ୍ତ୍ୱେ ପ୍ରଶାସନ ନିରବ ରହିବା ନେଇ ସ୍ଥାନୀୟ!-->…
Read More...
Read More...