Monthly Archives

March 2026

ଶ୍ରୀ ରାମଚନ୍ଦ୍ରଙ୍କ‌ ପୂଜନୋତ୍ସବ ଦୀର୍ଘ ୭୨ ବର୍ଷ ହେଲା ପାଳନ

ମହୀମୁଣ୍ଡା, (କେପିଏନ୍‌ଏସ୍‌) : ମହୀମୁଣ୍ଡା ଜଗନ୍ନାଥ ପଡ଼ା ଆନୁକୂଲ୍ୟରେ ଦୀର୍ଘ ବର୍ଷ ହେଲା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ‌ ପୂଜନୋତ୍ସବ ଦୀର୍ଘ ୭୨ ବର୍ଷ ହେଲା ପାଳନ କରାଯାଉଛି । ଏହି ମହୋତ୍ସବରେ ପ୍ରାୟ ,୧୨୦ଜଣ ଉଭୟ ପୁରୁଷ ଓ ମହିଳା ପୂଜା ନିୟମକୁ ମାନିବା ସହିତ
Read More...

ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ

ପ୍ରତାପ ସଭାପତି, ପ୍ରୀୟଜିତ ସମ୍ପାଦକ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ୩୦ପର୍ଯ୍ୟନ୍ତ ମତଦାନ କାର୍ଯ୍ୟକ୍ରମ ହୋଇଥିଲା ବେଳେ ସନ୍ଧ୍ୟାରେ ଗଣତି ଫଳାଫଳ ଘୋଷଣା
Read More...

ତୁରେକେଲାରୁ କର୍ଣ୍ଣାଟକ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ବଡ଼ବାଙ୍କି ଗାଁର ଅବିନାଶ ଜଗତ ଦାଦନ ଶ୍ରମିକ ଭାବେ କର୍ଣ୍ଣାଟକ ଇଟାଭାଟିରେ କାମ କରୁଥିବା ବେଳେ ସେ ଯଶୋବନ୍ତପୁର ଷ୍ଟେସନରୁ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅବିନାଶ ଘରକୁ ଫେରିବା ପାଇଁ
Read More...

ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏସ୍‌ପି ଅଭିଳାଷ ଏକ ବଡ଼ ସୂଚନା ଦେଇଛନ୍ତି । ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୋଲିସର ପ୍ରାଥମିକ ତଦନ୍ତ ପରେ ପିଏସ୍‌ଓଙ୍କ ବିରୋଧରେ ଶୃଙ୍ଖଳାଗତ
Read More...

କଳାହାଣ୍ଡି ବାର ଆସୋସିଏସନ ନିର୍ବାଚନ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ବାର ଆସୋସିଏସନ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ଆଇନଜୀବୀ ମହେଶ ପ୍ରସାଦ ମହାପାତ୍ର ଉପସଭାପତି, ନିହାର ରଞ୍ଜନ ମିଶ୍ର
Read More...

ପରିବେଶ ସଚେତନତା, ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ରଙ୍କ ସାଇଟ ସ୍କୁଲ ଅଫ୍ ନର୍ସିଂ ସଦାଇପାଲି ଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡିଶା, ବଲାଙ୍ଗିର ଶାଖା ଆନୁକୂଲ୍ୟରେ ପରିବେଶ ସଂରକ୍ଷଣ “ପର୍ଯ୍ୟାବରଣ ସୁରକ୍ଷା, ଜୀବନ ରକ୍ଷା” ଶୀର୍ଷକ କବିତା ପାଠୋତ୍ସବ ଅନୁଷ୍ଠିତ
Read More...

ଟ୍ରାକ୍ଟରରେ ନିଆଁ ଲଗେଇ ଦୃର୍ବୁତ୍ତ ଫେରାର

ବଲାଙ୍ଗିର, (କେପିଏନ୍‌) : ନୂତନ ଟ୍ରାକ୍ଟର ଆଣିଥିଲେ । ହେଲେ କେହି ଜଣେ ନିଆଁ ଲଗେଇ ଫେରାର ମାରିଛି । ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣୀଡୁଙ୍ଗୁରୀ ଗାଁର ଏହି ଘଟଣା ହୋଇଥିବା ବେଳେ ଗାଁ ପିଣ୍ଟୁ ସାହୁ ନାମକ ଜଣେ ଯୁବକଙ୍କ ଟ୍ରାକ୍ଟର ଜାଳି ଦେଇଛି ଦୃର୍ବୁତ୍ତ। ଜଳିପୋଡ଼ି ଛାରଖାର
Read More...

ଦବଦବା ପ୍ରଦର୍ଶନ କରି ଏଲ୍. ଗୋପୀ ଓକିଲ ସଂଘ ସଭାପତି ଭାବେ ବିଜୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବାର୍ ଆସୋସିଏସନର ଚଳିତ ବର୍ଷର ନିର୍ବାଚନ ତଥା ଓକିଲ ସଂଘ ସଭାପତି ପଦବୀରେ ଏଲ୍. ଗୋପୀ ସଂଖ୍ୟାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଚଳିତ ବର୍ଷର ଓକିଲ ସଂଘ ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ସମସ୍ତଙ୍କୁ ଚକିତ କରିଦେଇଛି । ଛତ୍ରପୁର
Read More...

ତେରସ୍ଥାନ ତାଲୁକା ବିଶ୍ୱକର୍ମା ସମାଜର ନୂତନ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରସିଦ୍ଧ ଶକ୍ତିପୀଠ ମା'ରାମଚଣ୍ଡୀ ମନ୍ଦିର ପରିସରରେ ତେରସ୍ଥାନ ତାଲୁକା ବିଶ୍ୱକର୍ମା ସମାଜର ଏକ ବାର୍ଷିକ ଅଧିବେଶନ ଶୁକ୍ରବାର ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ଆଦିକନ୍ଧ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ବିଶ୍ଵ ନାଟ୍ୟ ଦିବସ ପାଳନ ଅବସରରେ ଜଗନ୍ନାଥ ଡ୍ରାମା କ୍ରିଏସନ ପକ୍ଷରୁ ସ୍ୱତନ୍ତ୍ର ମଞ୍ଚାଭିନୟ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରରେ ଅଗ୍ରଣୀ ଡ୍ରାମା ଅନୁଷ୍ଠାନ ଜଗନ୍ନାଥ ଡ୍ରାମା କ୍ରିଏସନ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ମଞ୍ଚ ନାଟକର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବକ୍ତାମାନେ
Read More...