Daily Archives

ବାହାବଳପୁର ପଂଚାୟତରେ ୯କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ଲୁଣାବନ୍ଧ ନିର୍ମାଣ ପାଇଁ ଶୁଭ ଦେଲେ ସଦର ବିଧାୟକ ମାନସ କୁମାର…

ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାହାବଳପୁର ପଂଚାୟତର ଅଂଚଳବାସୀଙ୍କ ଦୀର୍ଘଦିନର ଦୁଃଖ ଦୂର ହେବାକୁ ଯାଉଛି । ବର୍ଷ ବର୍ଷ ଧରି ଲୁଣା ପାଣି ମାଡ଼ି ଯିବାର ଭୟ ମଧ୍ୟରେ କାଳାତିପାତ କରୁଥିବା ଜନସାଧାରଣଙ୍କ ଦାବିକୁ ଗୁରୁତ୍ୱ ଦେଇ…
Read More...

ଓଡ଼ିଶା ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଲାର ଶ୍ରେଷ୍ଠ ଚାଷୀ ସମ୍ମାନ

ଜୟପାଟଣା, (ଶେଷଦେବ ବେହେରା) : ଜଳ ସମ୍ପଦ ବିଭାଗ, ଓଡ଼ିଶା ସରକାରଙ୍କ ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୟପାଟଣା ସହରର ବରିଷ୍ଠ ଚାଷୀ ବିକ୍ରମ କୁମାର ଯୋଶୀଙ୍କୁ ଜିଲ୍ଲାର ଶ୍ରେଷ୍ଠ ଚାଷୀ ଭାବରେ ସମ୍ବର୍ଦ୍ଧିତ ହୋଇଥିବା ସୂଚନା ମିଳିଛି ।…
Read More...

ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୬ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିର ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ରାଲି କରାଯାଇଥିଲା । ବେଟି ବଚାଓ ବେଟି ବଢାଓ, ପଢ଼େଙ୍ଗେ ହମ୍ ବଢେଙ୍ଗେ…
Read More...

ନାରାୟନ୍‌ ପ୍ଲେ ସ୍କୁଲରେ ମହା ଆଡ଼ମ୍ବରରେ ମା’ ବାଗଦେବୀଙ୍କ ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ ମା' ସରସ୍ୱତୀଙ୍କ ଆରାଧନାର ଦିନ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ୱତୀ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ପାଳନ କରାଯାଇଥାଏ । ଏହି ଅବସରରେ ବଲାଙ୍ଗିର…
Read More...

ମା’ ସୁନାମୁଖୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ମ. ରାମପୁର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ପଞ୍ଚସଖା ଖେଳ ପଡିଆଠାରେ ଚାଲିଥିବା ମା' ସୁନାମୁଖୀ ଏକାଦଶ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମିଫାଇନାଲରେ ମ୍ୟାଚ ସିଙ୍ଗପୁର ଓ ଯୁଗୀପଳା, ଦ୍ୱିତୀୟ ମ୍ୟାଚ…
Read More...

ମହଖଣ୍ଡରେ ନିମ୍ନମାନର ରାସ୍ତା କାମ ଅଭିଯୋଗ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହଖଣ୍ଡ ଅଞ୍ଚଳରେ ନିମ୍ନମାନର ରାସ୍ତା ନିର୍ମାଣର ଅଭିଯୋଗ ଆସିଛି । ଗ୍ରାମୀଣ ବିଭାଗ (ଆରଡି) ଏବଂ କାର୍ଯ୍ୟନିର୍ବାହୀ ଠିକାଦାର ମହଖଣ୍ଡରୁ ନାନ୍ଦୋଳ ଗ୍ରାମ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ପିଚୁ ରାସ୍ତାରେ ନିମ୍ନମାନର…
Read More...

ଗୁରୁ ନାନକ ପବ୍ଲିକ୍ ସ୍କୁଲର ୧୬୦ ଛାତ୍ରଛାତ୍ରୀ ଓ ୪ ଶିକ୍ଷକ ଗୃହସ୍ଥୀ ମସଲା ଫ୍ୟାକ୍ଟରୀ, ଗୋମନ୍ଦିର ଗୋଶାଳା ଓ…

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଗୁରୁ ନାନକ ପବ୍ଲିକ୍ ସ୍କୁଲ, ସେକ୍ଟର -୨୧, ରାଉରକେଲାର ୧୬୦ ଛାତ୍ରଛାତ୍ରୀ ଓ ୪ ଜଣ ଶିକ୍ଷକ ଶିକ୍ଷାମୂଳକ ଭ୍ରମଣରେ ଆମ ସଂସ୍ଥାନକୁ ଆସିଥିଲେ । ଭ୍ରମଣ ସମୟରେ ଛାତ୍ରଛାତ୍ରୀମାନେ ଗୃହସ୍ଥୀ ମସଲା ଫ୍ୟାକ୍ଟରୀ, ଗୋମନ୍ଦିର ଗୋଶାଳା ଓ ଗୃହସ୍ଥୀ ଡେୟାରୀ…
Read More...

ପୂର୍ବତନ ସରପଞ୍ଚଙ୍କ ପରଲୋକ : ଅଞ୍ଚଳରେ ଶୋକର ଛାୟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ପୂର୍ବତନ ସରପଞ୍ଚ ଖଗେଶ୍ୱର ପଧାନଙ୍କ ଅକାଳ ପରଲୋକ ଘଟିଥିବା ଖବର ମିଳିଛି । ଏହି ଦୁଃଖଦ ଘଟଣା ଅଞ୍ଚଳବାସୀଙ୍କୁ ଗଭୀର ଶୋକରେ ନିମଗ୍ନ କରିଛି । ଦୁଇ ଦିନ ପୂର୍ବେ ସେ ନିଜ ପରିବାର ସହ…
Read More...

ସ୍ଥାନାନ୍ତରିତ ହେଲା ସୋନପୁର ବସଷ୍ଟାଣ୍ଡ : ସହରରେ ଖୁସିର ମାହୋଲ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରରେ ଥିବା ପୁରୁଣା ବସଷ୍ଟାଣ୍ଡକୁ ସମଲେଶ୍ଵରୀ ମନ୍ଦିର ପାଖରେ ଥିବା ମ୍ୟୁନିସିପାଲଟି କଲ୍ୟାଣ ମଣ୍ଡପ ପାର୍ଶ୍ଵକୁ ସ୍ଥାନାନ୍ତରିତ କରାଯାଇଛି । ପୁରୁଣା ବସଷ୍ଟାଣ୍ଡ ଥିବା ସ୍ଥାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବରେ ବସଷ୍ଟାଣ୍ଡ…
Read More...

ଟ୍ରକ ଧକ୍କାରେ ଯୁବକ ମୃତ : ୪ ଘଣ୍ଟା କାଳ ରାସ୍ତା ଅବରୋଧ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ୧୨୬ ନମ୍ବର ଜାତୀୟ ରାଜପଥ ମୁଖ୍ୟ ରାସ୍ତା ରାମପୁରରେ ଏସ୍‌ବିଆଇ ଏଟିଏମ୍ ସାମନାରେ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ରାମପୁର ଚମାରପଡ଼ାର ଉଦୟ ମେହେରଙ୍କ ପୁଅ ଶତ୍ରୁଘ୍ନ ମେହେର (୨୮) ବୋଲି…
Read More...