Yearly Archives

2025

ବାକିଥିବା ଚାଷୀଙ୍କ ପଞ୍ଜୀକରଣ ଓ ‘ମୋନ୍ଥା’ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଲାଗି ମୁଖ୍ୟମନ୍ତ୍ରୀଙ୍କୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରଗଡ଼ ଓ ଝାରସୁଗୁଡା ଜିଲ୍ଲାର ପ୍ରାୟ ୫ ହଜାର ଚାଷୀ ଚଳିତ ବର୍ଷ ଖରିଫ ଧାନବିକ୍ରି ପାଇଁ ସେମାନଙ୍କ ନାମ ପଞ୍ଜୀକରଣ କରିପାରି ନାହାନ୍ତି । ଧାନବିକ୍ରି ପାଇଁ ଚିନ୍ତାରେ ଥିବା ଏହି ଚାଷୀମାନଙ୍କ ନାମ କିଭଳି
Read More...

କାର୍ତ୍ତିକ ପୂର୍ଣ୍ଣିମା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ପିତାମହୁଲ ଗାଁରେ କାର୍ତ୍ତିକ ପୂର୍ଣ୍ଣିମା ବହୁତ ଧୁମ ଧାମ୍‌ରେ ପାଳନ ହୋଇଯାଇଛି । ଏଥିପାଇଁ ସମସ୍ତ ଗ୍ରାମବାସୀ ସକାଳୁ ଉଠି ଗୋଧୋଇ ପୂଜା କରି ବୋଇତ ଭସାଣି କରିଥିଲେ । ତା'ପରେ ସମସ୍ତ ଗାଁ ର
Read More...

ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ କାର୍ତ୍ତିକ ପୂର୍ଣ୍ଣିମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ପ୍ରବଳ ଭିଡ଼ । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ବଲାଙ୍ଗିର ସହରର ସମସ୍ତ ମନ୍ଦିର ସହ ଶୈଳଶ୍ରୀ ପେଲେସ୍‌ରେ ଭକ୍ତଙ୍କ ପ୍ରବଳ ଭିଡ଼ ସମାଗମ ହୋଇଛି । ଭୋରରୁ ଉଠି ପୋଖରୀ କୂଳରେ ଡଙ୍ଗା ଭସାଇବା ପାଇଁ
Read More...

ହାଟପଦା ପଡ଼ା ଗୋଶାଳା ପଡ଼ାରେ କାର୍ତ୍ତିକ ପୂଜା : ଅଁଳା ଓ ତୁଳସୀ ଗଛକୁ ପୂଜା କରି ପାଳିଲେ ବ୍ରତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ହାଟପଦା ପଡ଼ାର ଗୋଶାଳାପଡ଼ାରେ ୫୬ ତମ କାର୍ତ୍ତିକ ପୂଜା ଅତି ଧୁମ୍‌ଧାମରେ ପାଳନ କରାଯାଇଛି । ଗୁରୁବାର ଦିନ ଠାରୁ କାର୍ତ୍ତିକ ପୂଜା ଆରମ୍ଭ ହୋଇଥିବା ବେଳେ ପୂଜକ ସୋମନାଥ ମିଶ୍ର ଓ ସହ ପୂଜକ ସଞ୍ଜୟ ପଣ୍ଡା
Read More...

ନୂଆପଡା ଉପନିର୍ବାଚନରେ ଭୋଟ୍ ଦେବା ପାଇଁ ବେଶ୍ ଉତ୍ସାହୀ ତୃତୀୟ ଲିଙ୍ଗୀ

ବହୁ ସଂଖ୍ୟାରେ ମତଦାନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତା ୧୧ ତାରିଖ ଦିନ ଭୋଟ ଗ୍ରହଣ ହେବ । ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିବା ପାଇଁ ବେଶ୍ ଉତ୍ସାହୀ ତୃତୀୟ ଲିଙ୍ଗୀମାନେ । ଏହି ନିର୍ବାଚନ ମଣ୍ଡଳୀରେ
Read More...

‘‘ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା” ପାଇଁ ଲୋଗୋ ଡିଜାଇନ୍ ପ୍ରତିଯୋଗିତା ଶୁଭାରମ୍ଭ’’

ନୂଆଦିଲ୍ଲୀ, (ପିଆଇବି) : ଉପଭୋକ୍ତା ବ୍ୟାପାର ବିଭାଗ ଦ୍ୱାରା ‘‘ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା’’ ଉପରେ ଏକ ଲୋଗୋ ଡିଜାଇନ୍ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି । ମାଇଗଭ୍ ଏବଂ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଦିଲ୍ଲୀର ଉପଭୋକ୍ତା ଆଇନ ବିଭାଗ ସହଯୋଗରେ ଆରମ୍ଭ
Read More...

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସବ”- ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ମହକ ଓ ଉତ୍ସବ"ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଓ କିଶୋର ମାନଙ୍କ ମଧ୍ୟରେ ଥିବା ପ୍ରତିଭାର ଅନ୍ୱେଷଣ, ଅନ୍ତର୍ନିହିତ ଗୁଣାବଳୀର ବିକାଶ ନିମନ୍ତେ ଆୟୋଜିତ ବଲାଙ୍ଗିର ଜିଲ୍ଲାସ୍ତରୀୟ ଶିଶୁ ଯତ୍ନ
Read More...

ଜିଲ୍ଲା ସାଇବର ସୁରକ୍ଷା ସଚେତନତା ଅଭିଯାନରେ ପ୍ରଥମ ସ୍ଥାନରେ ବାଲିଗୁଡା ଛାତ୍ରୀ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ପୋଲିସ ଆନୁକୂଲ୍ୟରେ ଫୁଲବାଣୀ ସ୍ଥିତ ଏଜେଓ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ଆୟୋଜିତ ଓଡ଼ିଆ ବିତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବାଲିଗୁଡ଼ା ସ୍ଥିତ ଓଡ଼ିଶା ଆଦର୍ଶ
Read More...

ସେକ୍ଟର-୧୬ ଧବଳେଶ୍ଵର ମନ୍ଦିରରେ ୬୨ତମ ଅଷ୍ଟପ୍ରହରୀ ନାମ ଯଜ୍ଞ

ରାଉରକେଲା, (ସସ୍ମିତା ପ୍ରଧାନ) : କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଉରକେଲା ସେକ୍ଟର-୧୬ର ଧବଳେଶ୍ୱର ମନ୍ଦିର ପରିସରରେ ମନ୍ଦିର କମିଟି ଦ୍ୱାରା ୬୨ତମ ଅଷ୍ଟପ୍ରହରୀ ନାମ ଯଜ୍ଞର ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିପାଇଁ ମନ୍ଦିର ପରିସରକୁ ରଙ୍ଗୀନ ଆଲୋକ ଏବଂ ଫୁଲରେ ସଜାଯାଇଥିଲା ।
Read More...

ଆମ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆମ ଆଦମୀ ପାର୍ଟି ତରଫରୁ ଆଦିବାସୀ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ବାସନ୍ତୀ କଲୋନୀ, ରାଉରକେଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟତଃ ଗତ ଏପ୍ରିଲ ମାସରେ ବନ୍ଧମୁଣ୍ଡା ନିକଟବର୍ତ୍ତୀ
Read More...