ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଉପଭୋକ୍ତାଙ୍କ ପାଇଁ ଜାରି ରହିବ ସବସିଡି ସୁବିଧା
• ୨୦୨୫-୨୬ ଆର୍ଥିକ ବର୍ଷରେ ଲକ୍ଷ୍ୟବଦ୍ଧ ସବସିଡି ଜାରି ରଖିବା ନିମନ୍ତେ ୧୨ ହଜାର କୋଟି ଟଙ୍କାର ବ୍ୟୟବରାଦକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି
ନୂଆଦିଲ୍ଲୀ, (ପିଆଇବି) : ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ସବସିଡି ସୁବିଧା ଜାରି ରହିବ ।!-->!-->!-->…
Read More...
Read More...