Monthly Archives

August 2025

ଯୁଗଯାତ୍ରୀ ସାହିତ୍ୟ ସଂସଦର ମେହେର ଜୟନ୍ତୀ

ବିଶ୍ୱ ଦ୍ରଷ୍ଟା ଥିଲେ ପ୍ରକୃତି କବି ଗଙ୍ଗାଧର ମେହେର ମ.ରାମପୁର, (ପି.କେ. ସାହୁ) : ଗଙ୍ଗାଧର ମେହେରଙ୍କ ସାହିତ୍ୟର ପଟାନ୍ତର ନାହିଁ । ସେ କେବଳ କବି ନୁହଁନ୍ତି, ଜଣେ ଦାର୍ଶନିକ ଥିଲେ । ପ୍ରକୃତି କବି ଗଙ୍ଗାଧର ଥିଲେ ବିଶ୍ୱ ଦ୍ରଷ୍ଟା ବୋଲି ଯୁଗଯାତ୍ରୀ ସାହିତ୍ୟ ସଂସଦର ମେହେର
Read More...

ସୋଢାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ସୋଢା ଗାଁରେ ରବିବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋଢା ଗାଁରୁ ପଲସଦା ଯିବାରାସ୍ତାର ଉଭୟ ପାଖରେ ପ୍ରାୟ ୧୦୦ଗୋଟି ବିଭିନ୍ନ ପ୍ରଜାତିର ଗଛ ଲଗାଯାଇଥିଲା । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,
Read More...

ଡାଙ୍ଗବାହାଲ ଗ୍ରାମରେ ୯୩ତମ ଝୁଲଣ ରଥଯାତ୍ରା

ଗାଇସିଲାଟ, (ପୁସ୍ତମ ଯୁଆଡି): ଗାଇସିଲାଟ୍ ବ୍ଲକ୍ ଅନ୍ତର୍ଗତ ଡାଙ୍ଗବାହାଲ ଗ୍ରାମରେ ଗତ ଶ୍ରାବଣ ମାସ୍ ଶୁକ୍ଲ ଦଶମୀ ଠାରୁ ଶ୍ରାବଣ ପୂର୍ଣିମା ପର୍ୟ୍ୟନ୍ତ ଷଷ୍ଠ ଦିନ ବ୍ୟାପୀ ୯୩ତମ ଝୁଲଣ ରଥଯାତ୍ରା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ୧୯୩୩ ମସିହାରୁ ଡାଙ୍ଗବାହାଲରେ ଝୁଲଣ ରଥଯାତ୍ରା
Read More...

ପାଇକମାଲରେ କଂଗ୍ରେସ କର୍ମୀ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ଧର୍ମଶାଳା ଠାରେ ବରଗଡ ଜିଲ୍ଲା କଂଗ୍ରେସ କମିଟି ତରଫରୁ କର୍ମୀ ସମ୍ମିଳନୀ ଏବଂ ସଭାପତି ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ଉପସଭାପତି ତଥା
Read More...

ଜଲଦା କାର୍ମେଲ ସ୍କୁଲରେ ଆଞ୍ଚଳିକ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) ଜଲଦା ସ୍ଥିତ କାର୍ମେଲ ସ୍କୁଲ ଠାରେ ଆଞ୍ଚଳିକ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଜୟସିଲିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି, ସେକ୍ଟର ୨୦ ଇସ୍ପାତ
Read More...

ଓଡ଼ିଆ ଭାଷା ବିକାଶ ମଂଚ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଂଚ ଆନୁକୂଲ୍ୟରେ ସେକ୍ଟର ୧୪ରେ ଥିବା ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଓଡ଼ିଆ ଭାଷା ବିକାଶ ମଂଚର ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ବକ୍ତବ୍ୟରେ କହିଲେ ଯେ, ସ୍ୱଭାବ କବି ଗଙ୍ଗାଧର ମେହେର ହେଉଛନ୍ତି
Read More...

ସୁବର୍ଣ୍ଣରେଖା ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ସହରର ଅଗ୍ରଣୀ ଅନୁଷ୍ଠାନ "ସୁବର୍ଣ୍ଣରେଖା" ତରଫରୁ ତୁମକେଲା, ସେକ୍ଟର -୧୬ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସାମ୍ବାଦିକ ଅଶୋକ କୁମାର ପାତ୍ର ଯୋଗଦେଇ
Read More...

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା ପୋଲିସ ଷ୍ଟେସନ ଛକରୁ ବାହାରି ସହର ପରିକ୍ରମଣ କରି ଡ୍ରାଇଭିଙ୍ଗ ଟ୍ରାକ ପଡିଆରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ସହରର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଆଞ୍ଚଳିକ
Read More...

ପ୍ରଧାନମନ୍ତ୍ରୀଙ୍କ ‘‘ମନ୍ କି ବାତ୍” ରୁ ୩୪.୧୩ କୋଟି ଟଙ୍କାରୁ ଅଧିକ ରାଜସ୍ୱ ଆୟ

ୟୁଟ୍ୟୁବ୍ ଏବଂ ଓଟିଟି ସମେତ ଡିଜିଟାଲ ପ୍ଲାଟଫର୍ମରେ 'ମନ୍ କି ବାତ୍ "ପାଇଁ ଦର୍ଶକଙ୍କ ଯୋଗଦାନରେ ଉଲ୍ଲେଖନୀୟ ଅଭିବୃଦ୍ଧିପ୍ରଧାନମନ୍ତ୍ରୀ ମୋଦୀଙ୍କ ‘‘ମନ୍ କି ବାତ୍ " ଏକ ଜାତୀୟ ମଞ୍ଚ ସାଜିଛି, ଯେଉଁଥିରେ ତୃଣମୂଳ ସ୍ତରରେ ସଫଳତା ହାସଲ କରିଥିବା ବ୍ୟକ୍ତି ଏବଂ ରାଷ୍ଟ୍ର ନିର୍ମାଣରେ
Read More...

ବୈଷୟିକ ଶିକ୍ଷାକୁ ଗୁଣାତ୍ମକ, ସର୍ବବ୍ୟାପୀ ଏବଂ ସର୍ବସ୍ପର୍ଶୀ କରିବ – ଧର୍ମେନ୍ଦ୍ର ପ୍ରଧାନ

୪୨୦୦ କୋଟି ଟଙ୍କା ବ୍ୟୟବରାଦ ସହିତ ‘ବୈଷୟିକ ଶିକ୍ଷାରେ ବହୁବିଧ ଶିକ୍ଷା ଏବଂ ଗବେଷଣା ଉନ୍ନତି’ (ମେରିଟ୍) ଯୋଜନା କାର୍ୟ୍ୟକାରୀ କରିବା ପ୍ରସ୍ତାବକୁ ଅନୁମୋଦନ ସ୍ୱାଗତଯୋଗ୍ୟପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଛାତ୍ରଛାତ୍ରୀ ଏବଂ ଶିକ୍ଷା ସମୁଦାୟକୁ ରାକ୍ଷୀ ପୂର୍ଣ୍ଣିମାର
Read More...