Monthly Archives

August 2025

ନୂଆଦିଲ୍ଲୀରେ ସାଂସଦଙ୍କ ପାଇଁ ନବନିର୍ମିତ ଫ୍ଲାଟଗୁଡିକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● କିଛି ଦିନ ପୂର୍ବରୁ, ମୁଁ କର୍ତ୍ତବ୍ୟ ପଥ, ଅର୍ଥାତ୍ କର୍ତ୍ତବ୍ୟ ଭବନରେ ସାଧାରଣ କେନ୍ଦ୍ରୀୟ ସଚିବାଳୟକୁ ଉଦଘାଟନ କରିଥିଲି ଏବଂ ଆଜି, ମୁଁ ସଂସଦରେ ମୋର ସହକର୍ମୀମାନଙ୍କ ପାଇଁ ଏହି ଆବାସିକ ପରିସରକୁ ଉଦଘାଟନ କରିବାର ସୁଯୋଗ ପାଇଛି : ପ୍ରଧାନମନ୍ତ୍ରୀ● ଆଜି, ଦେଶ ଏହାର ସାଂସଦମାନଙ୍କ ପାଇଁ
Read More...

୧୩୬ କୋଟିଟଙ୍କା ବ୍ୟୟରେ ସମୁଦ୍ରଜଳରୁ ବିଶୁଦ୍ଧ ପାନୀୟଜଳ ପ୍ରକଳ୍ପର ଲୋକାର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରକମଳରେ ୧୩୦ କୋଟି ଟଙ୍କା ବ୍ୟୟରେ ସମୁଦ୍ରଜଳରୁ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ରବିବାର ଲୋକାର୍ପଣ ହୋଇଛି । ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅଁଳା ଭଟା ଗ୍ରାମପଞ୍ଚାୟତ ପୋଡ଼ାଖୋଲ ଗ୍ରାମର ଗୋପାଳମାଝି ବୟସ ୪୫ ସକାଳ ଘ ୮ଣ୍ଟା ସମୟରେ ନିକଟସ୍ଥ ଜଙ୍ଗଲପାର୍ଶ୍ୱରେ ଛେଳି ଚରାଉ ଥିବା ସମୟରେ ଦୁଇ ଗୋଟି ଭାଲୁଙ୍କ ଆକ୍ରମଣର ଶିକାରହୋଇ ଗୁରୁତର ହୋଇପଡ଼ିଥିଲେ । ବିଲ ବାଡ଼ି ଯିବା ଲୋକଙ୍କ
Read More...

ବଳଦ ନେଇ ଯାଉଥିଲେ ମାଡ଼ିଗଲା ଟ୍ରକ୍ : ଗାଡ଼ି ଓ ଚାଳକ ଅଟକ

କଣ୍ଟିଲୋ : ଭାପୁର ବ୍ଲକ ଅଧୀନ କଣ୍ଟିଲୋ-ଫତେଗଡ଼ ରାସ୍ତାର କୁକୁଡ଼ାଖାଇ ସେତୁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଟ୍ରକ୍ ଧକ୍କାରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳେ ପଥରଚକଡ଼ା ଗାଁର ୬୨ ବର୍ଷୀୟ ନିରଞ୍ଜନ ଗୋଛି ନିଜ ବଳଦଙ୍କୁ
Read More...

ମୁରିବାହାଲ ଦୁର୍ଗାବାହିନୀ ଓ ବଜରଙ୍ଗ ଦଳ ପକ୍ଷରୁ ଜରୁରୀକାଳୀନ ସେବା ଯୋଗାଉଥିବା ସମସ୍ତ କାର୍ଯ୍ୟାଳୟରେ ସ୍ଵତନ୍ତ୍ର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଦୁର୍ଗାବାହିନୀ ଓ ବଜରଙ୍ଗ ଦଳ ପକ୍ଷରୁ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅତି ଜରୁରୀକାଳୀନ ସେବା ଯୋଗାଉଥିବା ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଓ ପୋଲିସ ବିଭାଗ କାର୍ଯ୍ୟାଳୟକୁ ଯାଇ ସମସ୍ତ କର୍ମଚାରୀଙ୍କୁ
Read More...

ବିଶ୍ଵଦରବାରରେ ଗଞ୍ଜାମ ଜିଲ୍ଲା ଏକ ଅର୍ଥନୈତିକ ବିକାଶଶୀଳର କେନ୍ଦ୍ରବିନ୍ଦୁ ହେବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ଵଦରବାରରେ ଗଞ୍ଜାମ ଜିଲ୍ଲା ଏକ ଅର୍ଥନୈତିକ ବିକାଶଶୀଳର କେନ୍ଦ୍ରବିନ୍ଦୁ ଅବା ହବ ହେବାକୁ ଯାଉଛି, ଯାହା ଫଳରେ ଗଞ୍ଜାମ ଜିଲ୍ଲାର ଗଢ଼ି ଉଠିଥିବା ଶିଳ୍ପାୟନର ଅଗ୍ରଗତି ହେଲେ ଆଉ ଦାଦନ ଶ୍ରମିକ ଭାବେ ଖଟିବାକୁ ଅନ୍ୟ ଦେଶ ଓ ରାଜ୍ୟକୁ ଯିବାକୁ
Read More...

ପ୍ରଶାସନ ଶୁଣିଲାନି : ଗ୍ରାମବାସୀ ନିର୍ମାଣ କଲେ ଯାତ୍ରୀ ବିଶ୍ରାମାଗାର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅଧୀନସ୍ଥ ମିଡ଼ିଆକିଆ ପଞ୍ଚାୟତର କୌଣସି ଛକ ସ୍ଥାନରେ ଯାତ୍ରୀ ବିଶ୍ରାମାଗାର ନଥିବାରୁ ଖରା ବର୍ଷାରେ ଗଛମୂଳେ ଯାତ୍ରୀମାନେ ଅପେକ୍ଷା କରୁଥିବା ବେଳେ ଅଧିକାଂଶ ସମୟରେ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି ।
Read More...

ଏକାଡେମୀ ତରଫରୁ ଗଙ୍ଗାଧର ଜୟନ୍ତୀ

ତରଭା, (କେପିଏନ୍‌ଏସ୍‌) : ତରଭା ସ୍ଥାନୀୟ ପରିଷଦ ପାଠାଗାରଠାରେ ଭାଷା ସାହିତ୍ୟର ଅଗ୍ରଣୀ ଅନୁଷ୍ଠାନ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ସାହିତ୍ୟିକ ଗୌରୀଶଙ୍କର ସାହୁଙ୍କ ସଭାପତିତ୍ୱରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ସାହିତ୍ୟିକ ସଞ୍ଜୀବ ସେଠୀ ମୁଖ୍ୟ ଅତିଥି
Read More...

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ କଣ୍ଟାବାଞ୍ଜିର ମିଳିତ ସହଯୋଗରେ ରଣାସାର ଇଂରାଜୀ କୋଚିଙ୍ଗ ସେଣ୍ଟରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି
Read More...

ନରେନ୍ଦ୍ର କବାଟଙ୍କ ବିୟୋଗରେ ବରିଷ୍ଠ ନାଗରିକ ମଂଚ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମେ କବାଟ ବାବୁଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ନରେନ୍ଦ୍ର କବାଟଙ୍କ ବିୟୋଗରେ ସ୍ଥାନୀୟ ଜେ.ଏସ୍‌.ଏମ୍ କଲେଜ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।
Read More...