Monthly Archives

May 2025

ଖେଲୋ ଇଣ୍ଡିଆ ୟୁଥ୍ ଗେମରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀରୁ ଭାଗନେବେ ୨ ଖେଳାଳୀ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବିହାର ଠାରେ ଚଳିତ ମାସ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ -୨୦୨୫ ମହିଳା ବିଭାଗରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ୨ ଜଣ ବାଳିକା ଓଡ଼ିଶା ଦଳରେ ସ୍ଥାନ ପାଇଛନ୍ତି, ସେମାନେ ହେଲେ ସୁମିତ୍ରା ମୁର୍ମୁ ଓ…
Read More...

ମୁରିବାହାଲ-ବଲାଙ୍ଗିର ରାସ୍ତାରେ କାର ଓଲଟି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ ପରିବାର, ୩ ଆହତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ- ବଲାଙ୍ଗିର ପୂର୍ତ୍ତ ବିଭାଗ ମୁଖ୍ୟରାସ୍ତାର ବାବେଜୁରୀ ଗାଁ ହରଗୌରୀ ମନ୍ଦିର ନିକଟ ବୁଲାଣିରେ ରବିବାର ପୂର୍ବାହ୍ନରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡିବାରୁ ବଲାଙ୍ଗିର ସହରର ଏକ ପରିବାର ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।…
Read More...

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ତାପସ କୁମାର ଆଢ୍ୟ ଓ ଅଜୟ କୁମାର ମହାପାତ୍ରଙ୍କୁ ବିଦାୟ କାଳୀନ…

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜ, ବାରିପଦାରେ ଦୁଇଜଣ ଅତ୍ୟନ୍ତ ଗରିମାମୟ ଓ ସେବାନିଷ୍ଠ ଅଧିକାରୀଙ୍କ ଅବସର ଗ୍ରହଣ ଅବସରରେ ବିଦାୟ ସମାରୋହ ଅନୁଷ୍ଠିତ ହୋଇଛି । ଏହି ଦୁଇଜଣ କର୍ମଚାରୀ ହେଲେ ହିନ୍ଦୀ ଶିକ୍ଷକ, ତାପସ କୁମାର…
Read More...

ସୁବାସ ବୋଷ ସଂଯୁକ୍ତ ଶାଖାର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ମାଧବ ନଗର ଅନ୍ତର୍ଗତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସଂଯୁକ୍ତ ଶାଖାର ଦ୍ୱିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ସେକ୍ଟର -୨ ସ୍ଥିତ ଦୁର୍ଗା ପୂଜା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ପ୍ରାନ୍ତ ଶାରୀରିକ ଶିକ୍ଷଣ ପ୍ରମୁଖ…
Read More...

ଉତ୍କଳ ଗୀତିକବି ସମାଜର ଶ୍ରୀ ଜୟଦେବ ଜୟନ୍ତୀ ଓ ୨୬ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ମାଁ ବାଟମଙ୍ଗଳା ଶକ୍ତିପୀଠ ଠାରେ ଉତ୍କଳ ଗୀତିକବି ସମାଜର ଶ୍ରୀ ଜୟଦେବ ଜୟନ୍ତୀ ଓ ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ତାରିଣୀ ଚରଣ ସାହୁଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଭୋଳେଶ୍ୱର ବେହେରାଙ୍କ ଆବାହକତ୍ଵରେ ଉପସଭାପତି…
Read More...

କାଳ ବୈଶାଖୀରେ ନଷ୍ଟ ହେଲା ଫଳିଲା ଆମ୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲର ଡାକ୍ତର ସୁରେଶ ଅଗ୍ରୱାଲଙ୍କ ୧୦ ଏକର ବିଶିଷ୍ଠ ଫଳ ବଗିଚାରେ କାଳ ବୈଶାଖୀ ଯୋଗୁଁ ବହୁତ ଫଳିଲା ଆମ୍ବ ଗଛ ସହ ଆମ୍ବ ଝଡିଯାଇ ନଷ୍ଟ ହୋଇଯାଇଛି । ପ୍ରକାଶ ଥାଉକି ଶନିବାର ଅପରାହ୍ନ ଚାରିଟାରୁ ପାଇକମାଳ ଅଂଚଳରେ ଭୀଷଣ…
Read More...

୧୨୮ ବର୍ଷରେ ବାବା ଶିବାନନ୍ଦଙ୍କ ପରଲୋକ

ନୂଆଦିଲ୍ଲୀ : ଆଉ ନାହାନ୍ତି ବାବା ଶିବାନନ୍ଦ । ବାରଣାସୀରେ ୧୨୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଯୋଗ ଗୁରୁ ବାବା ଶିବାନନ୍ଦ । ଗତ ୩ ଦିନ ହେବ ସ୍ୱାସ୍ଥଗତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଥିଲା । ବାବା ଶିବାନନ୍ଦ ତାଙ୍କ ଜୀବନକୁ…
Read More...

ଘଡ଼ଘଡ଼ାପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହସ୍ଵାମୀଙ୍କ କୋହଲା ଯାତ୍ରା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଚାମାଖଣ୍ଡି ପଞ୍ଚାୟତର ଘଡ଼ଘଡ଼ାପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହସ୍ଵାମୀଙ୍କ କୋହଲା ଯାତ୍ରା ଉଦଯାପିତ ହୋଇଯାଇଛି । ଏହି ଯାତ୍ରା ମହୋତ୍ସବରେ ପ୍ରତିଷ୍ଠିତ ଆଧ୍ୟାତ୍ମିକ ସଂଗଠନ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ…
Read More...

JMKCC ସମ୍ବଲପୁରକୁ ହରାଇ ରିଙ୍କୁ ଅଜୁବା-୧୧ ପଦ୍ମପୁର ଚମ୍ପିୟାନ

ଗାଇସିଲଟ, (ପୁସ୍ତମ୍ ଯଆଡ଼ି ) : ୨ୟ ବର୍ଷ ରାଜ୍ୟସ୍ତରୀୟ ରାତ୍ରିକାଳୀନ ଏକଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଭୁତିବାହାଲ୍ ସ୍ଥାନୀୟ ମାଁ ଆଗଲପୁରିଏନ୍ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ୮ ଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ JMKCC ସମ୍ବଲପୁର ଓ ଋଙ୍କୁ…
Read More...

ଗଞ୍ଜାମ ପୋଲିସ ଆରମ୍ଭ କଲା ଅପରାଧୀ ସଫେଇ ଅଭିଯାନ

ଗଞ୍ଜାମ ପୋଲିସ ଜିଲ୍ଲାରେ ୬ଟି ଥାନା ଅଧୀନସ୍ଥ ଅଞ୍ଚଳରୁ ୧୮ଜଣ ଅପରାଧୀଙ୍କୁ ମାରଣାସ୍ତ୍ର ସହ ଗିରଫ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଲଗାତାର ହତ୍ୟାକାଣ୍ଡ ହତ୍ୟା ଉଦ୍ୟମ ସାଙ୍ଗକୁ ଡକାୟତ, ଚୋରି, ଲୁଟ ରାହାଜାନୀ ଭଳି ଅପରାଧୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି…
Read More...