Monthly Archives

May 2025

ଖେଲୋ ଇଣ୍ଡିଆ ୟୁଥ୍ ଗେମରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀରୁ ଭାଗନେବେ ୨ ଖେଳାଳୀ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବିହାର ଠାରେ ଚଳିତ ମାସ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ -୨୦୨୫ ମହିଳା ବିଭାଗରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ୨ ଜଣ ବାଳିକା ଓଡ଼ିଶା ଦଳରେ ସ୍ଥାନ ପାଇଛନ୍ତି, ସେମାନେ ହେଲେ ସୁମିତ୍ରା ମୁର୍ମୁ ଓ
Read More...

ମୁରିବାହାଲ-ବଲାଙ୍ଗିର ରାସ୍ତାରେ କାର ଓଲଟି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ ପରିବାର, ୩ ଆହତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ- ବଲାଙ୍ଗିର ପୂର୍ତ୍ତ ବିଭାଗ ମୁଖ୍ୟରାସ୍ତାର ବାବେଜୁରୀ ଗାଁ ହରଗୌରୀ ମନ୍ଦିର ନିକଟ ବୁଲାଣିରେ ରବିବାର ପୂର୍ବାହ୍ନରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡିବାରୁ ବଲାଙ୍ଗିର ସହରର ଏକ ପରିବାର ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।
Read More...

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ତାପସ କୁମାର ଆଢ୍ୟ ଓ ଅଜୟ କୁମାର ମହାପାତ୍ରଙ୍କୁ ବିଦାୟ କାଳୀନ…

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜ, ବାରିପଦାରେ ଦୁଇଜଣ ଅତ୍ୟନ୍ତ ଗରିମାମୟ ଓ ସେବାନିଷ୍ଠ ଅଧିକାରୀଙ୍କ ଅବସର ଗ୍ରହଣ ଅବସରରେ ବିଦାୟ ସମାରୋହ ଅନୁଷ୍ଠିତ ହୋଇଛି । ଏହି ଦୁଇଜଣ କର୍ମଚାରୀ ହେଲେ ହିନ୍ଦୀ ଶିକ୍ଷକ, ତାପସ କୁମାର
Read More...

ସୁବାସ ବୋଷ ସଂଯୁକ୍ତ ଶାଖାର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ମାଧବ ନଗର ଅନ୍ତର୍ଗତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସଂଯୁକ୍ତ ଶାଖାର ଦ୍ୱିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ସେକ୍ଟର -୨ ସ୍ଥିତ ଦୁର୍ଗା ପୂଜା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ପ୍ରାନ୍ତ ଶାରୀରିକ ଶିକ୍ଷଣ ପ୍ରମୁଖ
Read More...

ଉତ୍କଳ ଗୀତିକବି ସମାଜର ଶ୍ରୀ ଜୟଦେବ ଜୟନ୍ତୀ ଓ ୨୬ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ମାଁ ବାଟମଙ୍ଗଳା ଶକ୍ତିପୀଠ ଠାରେ ଉତ୍କଳ ଗୀତିକବି ସମାଜର ଶ୍ରୀ ଜୟଦେବ ଜୟନ୍ତୀ ଓ ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ତାରିଣୀ ଚରଣ ସାହୁଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଭୋଳେଶ୍ୱର ବେହେରାଙ୍କ ଆବାହକତ୍ଵରେ ଉପସଭାପତି
Read More...

କାଳ ବୈଶାଖୀରେ ନଷ୍ଟ ହେଲା ଫଳିଲା ଆମ୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲର ଡାକ୍ତର ସୁରେଶ ଅଗ୍ରୱାଲଙ୍କ ୧୦ ଏକର ବିଶିଷ୍ଠ ଫଳ ବଗିଚାରେ କାଳ ବୈଶାଖୀ ଯୋଗୁଁ ବହୁତ ଫଳିଲା ଆମ୍ବ ଗଛ ସହ ଆମ୍ବ ଝଡିଯାଇ ନଷ୍ଟ ହୋଇଯାଇଛି । ପ୍ରକାଶ ଥାଉକି ଶନିବାର ଅପରାହ୍ନ ଚାରିଟାରୁ ପାଇକମାଳ ଅଂଚଳରେ ଭୀଷଣ
Read More...

୧୨୮ ବର୍ଷରେ ବାବା ଶିବାନନ୍ଦଙ୍କ ପରଲୋକ

ନୂଆଦିଲ୍ଲୀ : ଆଉ ନାହାନ୍ତି ବାବା ଶିବାନନ୍ଦ । ବାରଣାସୀରେ ୧୨୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଯୋଗ ଗୁରୁ ବାବା ଶିବାନନ୍ଦ । ଗତ ୩ ଦିନ ହେବ ସ୍ୱାସ୍ଥଗତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଥିଲା । ବାବା ଶିବାନନ୍ଦ ତାଙ୍କ ଜୀବନକୁ
Read More...

ଘଡ଼ଘଡ଼ାପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହସ୍ଵାମୀଙ୍କ କୋହଲା ଯାତ୍ରା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଚାମାଖଣ୍ଡି ପଞ୍ଚାୟତର ଘଡ଼ଘଡ଼ାପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହସ୍ଵାମୀଙ୍କ କୋହଲା ଯାତ୍ରା ଉଦଯାପିତ ହୋଇଯାଇଛି । ଏହି ଯାତ୍ରା ମହୋତ୍ସବରେ ପ୍ରତିଷ୍ଠିତ ଆଧ୍ୟାତ୍ମିକ ସଂଗଠନ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ
Read More...

JMKCC ସମ୍ବଲପୁରକୁ ହରାଇ ରିଙ୍କୁ ଅଜୁବା-୧୧ ପଦ୍ମପୁର ଚମ୍ପିୟାନ

ଗାଇସିଲଟ, (ପୁସ୍ତମ୍ ଯଆଡ଼ି ) : ୨ୟ ବର୍ଷ ରାଜ୍ୟସ୍ତରୀୟ ରାତ୍ରିକାଳୀନ ଏକଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଭୁତିବାହାଲ୍ ସ୍ଥାନୀୟ ମାଁ ଆଗଲପୁରିଏନ୍ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ୮ ଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ JMKCC ସମ୍ବଲପୁର ଓ ଋଙ୍କୁ
Read More...

ଗଞ୍ଜାମ ପୋଲିସ ଆରମ୍ଭ କଲା ଅପରାଧୀ ସଫେଇ ଅଭିଯାନ

ଗଞ୍ଜାମ ପୋଲିସ ଜିଲ୍ଲାରେ ୬ଟି ଥାନା ଅଧୀନସ୍ଥ ଅଞ୍ଚଳରୁ ୧୮ଜଣ ଅପରାଧୀଙ୍କୁ ମାରଣାସ୍ତ୍ର ସହ ଗିରଫ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଲଗାତାର ହତ୍ୟାକାଣ୍ଡ ହତ୍ୟା ଉଦ୍ୟମ ସାଙ୍ଗକୁ ଡକାୟତ, ଚୋରି, ଲୁଟ ରାହାଜାନୀ ଭଳି ଅପରାଧୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି
Read More...