Monthly Archives

March 2025

ଗୁଣି ଗାରେଡ଼ିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ମୃତ ୪ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଷୁରା ଥାନା ଆଠଗାଁରୁ ଆସୁଛି ବଡ଼ ଖବର । ଗୁଣି ଗାରେଡ଼ିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଏଥିରେ ଜଣେ ମୃତ ଓ ୪ ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ମୃତକ ଜଣକ ଶ୍ୟାମ ବାଗ ହୋଇଥିବା ବେଳେ ଅନ୍ୟ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ତୁଷୁରା
Read More...

ଭାରତ ସରକାରଙ୍କ ସଶକ୍ତ ପଞ୍ଚାୟତ- ନେତ୍ରୀ ଅଭିଯାନ : ତୃଣମୂଳ ସ୍ତରରେ ସଫଳ ନେତୃତ୍ୱ ଲାଗି ପୁରସ୍କୃତ ହେଲେ…

ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ଭାଗବତପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକଙ୍କୁ ଉଲ୍ଲେଖନୀୟ ନେତୃତ୍ୱ ଲାଗି ଭାରତ ସରକାରଙ୍କ ପକ୍ଷରୁ ସମ୍ମାନୀତ କରାଯାଇଛି । ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ‘ସଶକ୍ତ ପଞ୍ଚାୟତ- ନେତ୍ରୀ ଅଭିଯାନ’ର
Read More...

ଦୁଇ ଦିନ ବଢ଼ିବ ତାତି, ବହିବ ଗରମ ପବନ

ଭୁବନେଶ୍ୱର : ପ୍ରଫେସର ପଶୁପାଳକ କହିଛନ୍ତି, ରାଜ୍ୟର ସମୁଦ୍ର ସଂଲଗ୍ନ ଅଞ୍ଚଳକୁ ବଙ୍ଗୋପସାଗରୀୟ ପବନ ବହିବ । ବାକି ସାରା ରାଜ୍ୟରେ ଗରମ ପଶ୍ଚିମା ପବନ ବହିବ । ବୁଧବାର ଓ ଗୁରୁବାର ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିବ ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ, ପୁରୀ, କଟକ, ବାରିପଦା ଓ
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା

ବଲାଙ୍ଗିର : ଦୁଇ ପରିବାର ଭିତରେ ଗଣ୍ଡଗୋଳ । ମାରପିଟ୍‌ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଶ୍ୟାମବାଗ ଏବଂ ହତ୍ୟାକାରୀ ରୁପା ରଣା ବୋଲି ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଆଠଗାଁରେ ଏଭଳି ଘଟଣା ଘଟିଛିସୂଚନା ଅନୁସାରେ
Read More...

ଦେଓଗାଁ ତହସିଲଦାର ଭାବେ ଯୋଗଦେଲେ ନର୍ମଦା ନାୟକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲଦାର ଭାବେ କନ୍ଧମାଲ ଜିଲ୍ଲା ଟିକାବାଲି ତହସିଲଦାର ନର୍ମଦା ନାୟକ ଯୋଗଦାନ କରିଛନ୍ତି । ଦେଓଗାଁ ତହସିଲଦାର ସଂଗ୍ରାମ କେଶରୀ ନାୟକ ଅନୁଗୁଳ ଜିଳ୍ଲା କିଶୋରନଗର ତହସିଲଦାର ଭାବେ ବଦଳୀ ହୋଇଯାଇଥିବାରୁ । ଶ୍ରୀମତୀ ନାୟକ ଦେଓଗାଁରେ ନୂତନ
Read More...

ମାର୍ଚ୍ଚ ୫ ବଦଳରେ ଏପ୍ରିଲ ୨୪ ପଞ୍ଚାୟତିରାଜ ଦିବସ ପାଳନ

ଭୁବନେଶ୍ୱର : ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଭଳି ଜନନେତାଙ୍କ ଜନ୍ମଦିନକୁ ୩ ଦଶନ୍ଧି ଧରି ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା । କିନ୍ତୁ ବିଜେପି ସରକାର ଚଳିତ ବର୍ଷ ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ପାଳନ ନ କରି ଏପ୍ରିଲ ୨୪ ପଞ୍ଚାୟତିରାଜ ଦିବସ ପାଳିବାକୁ ଘୋଷଣା
Read More...

କେନ୍ଦ୍ରାପଡ଼ାର ମହାକାଳପଡ଼ା ବାନ୍ଧକୁଦ ଗାଁରେ ଅଘଟଣ

କେନ୍ଦ୍ରାପଡ଼ା : ଖେଳିବାକୁ ଯାଇ ଆଉ ଘରକୁ ଫେରିଲେନି ଦୁଇ ନାବାଳକ । ପୋଖରୀରେ ବୁଡ଼ି ଦୁଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଉଛନ୍ତି ଦୁର୍ଗା ପ୍ରସାଦ ମହାପାତ୍ର, ଦିପଂଶୁ ମହାପାତ୍ର । ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା
Read More...

ବସ୍ ଧକ୍କାରେ ଚାଲିଗଲା ଜୀବନ

ବାଲିପାଟଣା : ରାଜଧାନୀ ଉପକଣ୍ଠ ବାଲିଅନ୍ତ ଥାନା ହଂସପାଳ-ଅଭୟମୁଖି ରାସ୍ତା ବାଲିକାନ୍ଥିଆ ଠାରେ ସ୍କୁଲ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଉଛନ୍ତି ବଡ଼ମ୍ବା ନରସିଂହପୁରର ବିପିନ ବିହାରୀ ମହାରଣା ବୋଲି ଜଣାପଡିଛି । ଖବର ଯୋଗ୍ୟ ଯେ, ବିପିନ ବେଣୁପୁର ଗାଁରେ ଭଡ଼ା
Read More...

ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୋମବାର ଦିନ ଅନ୍ଧାରିବାଞ୍ଜି ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟ ଅଥିତି ରୂପେ ଡୁଙ୍ଗୁରିପାଲିର ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନ ଯୋଗଦାନ କରି "ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳାକୁ ଉଦଘାଟନ କରିବା ସହ କର୍ମ ଶାଳାର ଉଦ୍ଦେଶ୍ୟ ବିଷୟରେ
Read More...

ବାଲାଜୀ କଲେଜରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବାଲାଜୀ କଲେଜ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ମାନଙ୍କର ସୁରକ୍ଷା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲାଜୀ କଲେଜ ର ନିର୍ଦ୍ଦେଶକ ଅଭିଳାଷ ଅଗ୍ରୱାଲଙ୍କ
Read More...