ବିଜୁଳି ତାର ଚୋରି ଅଭିଯୋଗରେ ୪ ଗିରଫ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଜୁଳି ତାର ଚୋରି ଅଭିଯୋଗରେ ୪ ଗିରଫ । ଆଗଲପୁର ଥାନା ଝରନିପାଲି ପଞ୍ଚାୟତ ଅନ୍ତର୍ଗତ ଚୁଙ୍ଗିଦାଦର ଗ୍ରାମରୁ ଆଲୁମିନିୟମ ବିଦ୍ୟୁତ୍ ତାର ଚୋରି କରୁଥିବା ବେଳେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତମାନେ ଲୋଇସିଂହା ଥାନା!-->…
Read More...
Read More...