Monthly Archives

January 2025

୩୭ତମ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) :ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ମହୀମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୩୭ତମ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ତ୍ରିଦିବସୀୟ ଏହି ତାଲିମ ଶିବିରକୁ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜି ଇସଲୱାର ମୁଖ୍ୟ…
Read More...

ଟୁନା ଦଣ୍ଡସେନା ବିଜେପି ଲଖମରା ମଣ୍ଡଳ ସଭାପତି ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳିର ପାଇକମାଲ ବ୍ଲକ ଲଖମରା ମଣ୍ତଳ ଭାରତୀୟ ଜନତା ପାର୍ଟି ଟୁନା ଦଣ୍ଡସେନା ମଣ୍ଡଳ ସଭାପତି ରୂପେ ମନୋନୀତ ହୋଇଛନ୍ତି । ପୂର୍ବରୁ ସେ ୨୦୧୬ ମସିହାରେ ଯୁବମୋର୍ଚ୍ଚା ସଭାପତିରେ ନିଯୁକ୍ତି ହୋଇ ଲଖମରା ଅଞ୍ଚଳର ଜନ ସାଧାରଣଙ୍କ ବହୁ…
Read More...

କର୍ମଚାରୀ ନେତା ସୁଜିତ କୁମାର ନାୟକଙ୍କ ପ୍ରତି ଅନ୍ୟାୟ ଓ ଅବିଚାର ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କର୍ମଚାରୀ ନେତା ସୁଜିତ କୁମାର ନାୟକଙ୍କ ପ୍ରତି ଅନ୍ୟାୟ ଓ ଅବିଚାର ବିରୁଦ୍ଧରେ ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ଜିଲ୍ଲା ଶାଖା ତରଫରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।…
Read More...

ନିଆରା ଢଙ୍ଗରେ ପାଳିତ ହେଲା ବନ ମହୋତ୍ସବ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ନିଆରା ଢଙ୍ଗରେ ପାଳିତ ହେଲା ବନ ମହୋତ୍ସବ । ରାୟଗଡ଼ା ବ୍ରାହ୍ମଣ ସାହି ରାଧାକାନ୍ତ ମନ୍ଦିରରେ ଆଜକୁ ଦୀର୍ଘ ବର୍ଷ ଧରି ଏକାଦଶୀ ପାଳନ କରି ଆସୁଥିବା ମହିଳା ମାନେ ପାଳିଲେ ବନ ମହୋତ୍ସବ । ପିତାମହଲ ସ୍ଥିତ ସେଞ୍ଚୁରିୟନ୍ ୟୁନିଭର୍‌ସିଟି ସବୁଜ ବନାନୀ…
Read More...

ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି…
Read More...

୩୭ତମ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲେ ବ୍ଲକ ଅନ୍ତର୍ଗତ ମହୀମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୩୭ତମ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ତ୍ରିଦିବସୀୟ ଏହି ତାଲିମ ଶିବିରକୁ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର…
Read More...

ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମର

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଖର୍ସେଲ ପଂଚାୟତ ରାଣୀଡ଼ଙ୍ଗରି ଗ୍ରାମ ସ୍ଥିତ ବିଦ୍ୟାଳୟ ନିକଟ ରାସ୍ତା କଡରେ ଥିବା ଟ୍ରାନ୍ସଫର୍ମରର ଚାରିପଟେ ପାଚେରୀ ନ ଥିବାରୁ ଏହା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ୬୩ କେଭି ବିଶିଷ୍ଟ ଉକ୍ତ ଟ୍ରାନ୍ସଫର୍ମରଟି ଭୂମିରୁ…
Read More...

ମଦନପୁର ଠାରେ ୨୭ତମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ଠାରେ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ପାଳିତ ହୋଇଯାଇଛି । ସରପଞ୍ଚ କେତକୀ ଦଣ୍ଡିଆଙ୍କ ନେତୃତ୍ୱରେ ପାଟଖଣ୍ଡା ମନ୍ଦିରରୁ ମଶାଲ ଯାତ୍ରା ଆରମ୍ଭ କରି ଗ୍ରାମ୍ୟ ପରିକ୍ରମା କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା…
Read More...

ବଲାଙ୍ଗିର ଫଲସାପତ୍ରୀ ଉଚ୍ଛେଦକୁ ଅନଙ୍ଗ ଉଦୟ ସିଂହଦେଓଙ୍କ ବିରୋଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଫଲସାପତ୍ରୀ ଉଚ୍ଛେଦକୁ ଅନଙ୍ଗ ଉଦୟ ସିଂହଦେଓଙ୍କ ବିରୋଧ । ବଲାଙ୍ଗିର ସହର ଫଲସାପତ୍ରୀ ବସ୍ତିକୁ ପୁଣି ଥରେ ଉଚ୍ଛେଦ କରିବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଥିବା ବେଳେ ଏହାକୁ ବିରୋଧ କରାଯାଇଛି । ପୂର୍ବାହ୍ନ ୧୧ଟା ସମୟରେ ବସ୍ତି…
Read More...

ପ୍ରଶାସନର ଉଦାସୀନତା ଦିବ୍ୟାଙ୍ଗ ନୀଳିମା ପଟେଲଙ୍କୁ କେବେ ମିଳିବ ସରକାରୀ ସହାୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗୁଦେରପାଲି ପଞ୍ଚାୟତ ଜାମୁରପାଲି ଗ୍ରାମର ୧୯ ବର୍ଷ ବୟସ୍କା ଦିବ୍ୟାଙ୍ଗ ନିଳୀମା ପଟେଲ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ନିଳୀମା ପଟେଲ ୨୦୨୦ ମସିହା ପୂର୍ବରୁ ଦିବ୍ୟାଙ୍ଗ ଭତ୍ତା ସହ ରାସନ ସାମଗ୍ରୀ ପାଉଥିଲେ ।…
Read More...