Monthly Archives

January 2025

ରାଜ୍ୟସ୍ତରୀୟ ବଡଟିକା କପ୍ ଫୁଟବଲ୍ : ପଞ୍ଚମ ଦିବସରେ ସମ୍ବଲପୁର ଏଫସି ସେମି ଫାଇନାଲକୁ ପ୍ରବେଶ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ବଡଟିକା କ୍ରୀଡାସଂଘ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ରାଜ୍ୟସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସରେ ସମ୍ବଲପୁର ଏଫସି ଦଳ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡକୁ ୨- ୦ ଗୋଲରେ ପରାସ୍ତ କରି ପୁଲ - ବିର ସେମି ଫାଇନାଲକୁ ଉନ୍ନୀତ…
Read More...

ଭଞ୍ଜନଗର ଠାରେ ଉପଖଣ୍ଡସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗରଠାରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉପ-ଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ…
Read More...

ଦିବ୍ୟଦୃଷ୍ଟି ଯୋଜନାରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ପ୍ରତିଷ୍ଠିତ ସରକାରୀ ଅନସ୍ଲୋ ହାଇସ୍କୁଲର ମେଇନ୍ ହଲ୍‌ରେ ବିଭିନ୍ନ ସରକାରୀ ସ୍କୁଲ୍ ତଥା ଶିକ୍ଷାନୁଷ୍ଠାନ ଗୁଡିକର ଛାତ୍ରଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।…
Read More...

କୁର୍ଲୁବାହାଲ ହାଇସ୍କୁଲ ସ୍କାଉଟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କୁର୍ଲୁବାହାଲ ହାଇସ୍କୁଲଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ହାଇସ୍କୁଲ ଖେଳ ଶିକ୍ଷକ ତଥା ସ୍କାଉଟ ଶିକ୍ଷକ ବିନୋଦ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମଧୁସୂଦନ ସ୍କାଉଟ ଟ୍ରୁପ, ସ୍କୁଲର ସମସ୍ତ…
Read More...

ପାଇକମାଲରେ ଦାଦନ ଶ୍ରମିକ ଶବ ରଖି ରାସ୍ତାରୋକ ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ମୁଖ୍ୟ ଛକରେ ଶୁକ୍ରବାର ରାସ୍ତାରୋକ ଆନ୍ଦୋଳନ ହୋଇଯାଇଛି । ଦାଦନ ଶ୍ରମିକର ଶବକୁ ରଖି ଆନ୍ଦୋଳନ କରିଥିଲେ ଲୋକେ । ମୃତକ ଜଣକ ହେଲେ ପାଇକମାଲ ବ୍ଲକ କାଂସଡା ପଂଚାୟତ ବରପାଲି ଗ୍ରାମର ଜୟସିଂ ବିଶ୍ୱାଳ (୨୫) ପ୍ରାପ୍ତ ବିବରଣୀରୁ…
Read More...

ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନର ପ୍ରଥମ ଅର୍ଘ୍ୟ କିଛି ସ୍ମୃତି କିଛି ସଂଗୀତ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରଥମ ଅର୍ଘ୍ୟ କିଛି ସ୍ମୃତି କିଛି ସଂଗୀତ କାର୍ଯ୍ୟକ୍ରମ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ନିଶିପଦ୍ମା ନନ୍ଦଙ୍କ ଆବାହକତ୍ଵ ଓ ଉପଦେଷ୍ଟା ଜଗନ୍ନାଥ…
Read More...

ଅସହାୟଙ୍କ ଅକୁହା କଥା : ଜୀବନରେ ଘର ଖଣ୍ଡେ ପାଇବି ତ’ !

ତୁରେକେଲା, (ପିତାମ୍ବର ଦୀପ) : ମୋ' କପାଳରେ ସରକାରୀ ଆବାସ ଘର ଟିଏ ସପନ ହୋଇଛି । ମତେ ୭୮ବର୍ଷ ହେଲାଣି । ଆଉ କେତେ ଦିନ ବଞ୍ଚିବି ? ୨୦ବର୍ଷରୁ ଅଧିକ ହେବ ମୋ ସ୍ୱାମୀ ଆରପାରିକୁ ଚାଲିଗଲେଣି । ମତେ ଏକୁଟିଆ ବଞ୍ଚିବାକୁ ପଡୁଛି । ମୋର ନିଜର ବୋଲି କେହି ନାହିଁ । ଅଣ୍ଟା ମୋଡି ହୋଇ ବଙ୍କା…
Read More...

ଖଗେଶ୍ୱର ସାହିତ୍ୟ କଳା ପରିଷଦର ପ୍ରସ୍ତୁତି

ଫେବୃୟାରୀ ୧୯ରେ ବଛର୍‌କିଆ ଉଛବ୍‌ ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ମୋହନ ସିଂଙ୍କ ଅଧ୍ୟକ୍ଷତାରେ ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ, ଅଧ୍ୟାପକ ଡ. ଚିନ୍ମୟ ସାହୁ, କଣ୍ଠଶିଳ୍ପୀ ସୁଷମା ଭୋଇ,…
Read More...

ବଲାଙ୍ଗିର ସହରର ପ୍ରଥମ ଓପନ୍‌ ମାଇକ୍‌ ସୋ’ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାଗରପଡାରେ ଥିବା ‘ଟି ବକ୍ସ କେଫେ’ରେ ବଲାଙ୍ଗିର ସହରର ପ୍ରଥମ ଓପନ୍‌ ମାଇକ୍‌ ସୋ କାର୍ଯ୍ୟକ୍ରମ ଆୟୁଷ କୁମାର ସାହୁଙ୍କ ଦ୍ୱାରା ସଂଘଟିତ କରାଯାଇଛି । ଯୁବ ଅନୁଷ୍ଠାନ ସାମ୍‌-ଏ-ମେହେଫିଲ ଓ ପରିବାର -ଏ-ଅଲଫାଜର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ…
Read More...

ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ନାରୀ ଶିକ୍ଷାର ଜନନୀ ତଥା ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ ଜ୍ଞାନଜ୍ୟୋତି ମାତା ସାବିତ୍ରୀବାଇ ଫୁଲେଙ୍କ ପ୍ରତିମୂର୍ତ୍ତି ବଲାଙ୍ଗିର ସହର ଉପକଣ୍ଠରେ ସ୍ଥାପନ…
Read More...