Monthly Archives

January 2025

ସିଙ୍ଗାପୁରର ରାଷ୍ଟ୍ରପତିଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

• ଓଡ଼ିଶା ଏବଂ ସିଙ୍ଗାପୁର ମଧ୍ୟରେ ଅନ୍ତର୍ଜାତୀୟ ସହଭାଗିତାର ନୂଆ ଅଧ୍ୟାୟ ଆରମ୍ଭ - ଧର୍ମେନ୍ଦ୍ର ପ୍ରଧାନ• ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ ଜଣାଇଲେ• ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଅନେକ ଏମ୍‌ଓୟୁ…
Read More...

ରାମଚଣ୍ଡି କ୍ରସର୍‌ରେ ଆୟକର ବିଭାଗର ଚଢାଉ

ବୌଦ୍ଧ, (କେପିଏନ୍‌ଏସ୍‌) : ରାମଚଣ୍ଡୀ କ୍ରସର୍ ଉପରେ ଆୟକର ବିଭାଗର ଚଢାଉ । ବାଉଁଶୁଣି ଥାନା ଗୋଛାପଡ଼ା ପଞ୍ଚାୟତ ବିଜାପଦର୍ ସ୍ଥିତ କ୍ରସରରେ ଚଢାଉ । ଆୟକର ବିଭାଗ ୫ ଜଣିଆ ଟିମ୍‌ ଚଢ଼ାଉ କରିବା ସହ କାଗଜପତ୍ର ଯାଞ୍ଚ କରିଥିଲେ । ସୂଚନା ଅନୁଯାୟୀ ରାମଚଣ୍ଡି ଫାର୍ମର ବିଭିନ୍ନ କ୍ରସର୍ ଏବଂ…
Read More...

ହୁ ହୁ ହୋଇ ଜଳିଗଲା ଚଳନ୍ତା କାର : ଅଳ୍ପକେ ବର୍ତ୍ତିଲେ ଦୁଇ ମହିଳା, ଶିଶୁ ସମେତ ୬ ଜଣ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚଳନ୍ତା ଆର୍ଟିକା କାର୍‌ । କାର୍‌ରେ ବସିଥିଲେ ଦୁଇ ମହିଳା ଓ ଜଣେ ଶିଶୁଙ୍କ ସମେତ ୬ ଜଣ । ହେଲେ ହଠାତ କାରରେ ନିଆଁ ଲାଗି ହୁ ହୁ ହୋଇ ଜଳିଗଲା । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସାକୁଶବାଲି ନିକଟ ୫୯ ନଂ. ଜାତୀୟ ରାଜପଥ ଉପରେ…
Read More...

ବାର୍ଷିକ କ୍ରୀଡା ଉତ୍ସବରେ ଯୋଗଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଦିବାସୀ ମହାବିଦ୍ୟାଳୟର ୩୭ତମ ବାର୍ଷିକ କ୍ରୀଡା ଉତ୍ସବ ଚାଲିଥିଲା । ହଠାତ୍‌ ପହଂଚିଗଲେ କ୍ରୀଡା ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଆଉ ଏହା ଦେଖି ଛାତ୍ରଛାତ୍ରୀ ମାନେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭବ୍ୟ ସ୍ୱାଗତ…
Read More...

୧୫୦୦ କୁଇଣ୍ଟାଲ ଧାନ ପୋଡି ପାଉଁଶ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) :୧୫୦୦ କୁଇଣ୍ଟାଲ ଧାନ ପୋଡି ପାଉଁଶ ହୋଇଗଲା । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ପାଟବନ୍ଧ ଗ୍ରାମରେ ଅଚାନକ ଧାନ ଗଦାରେ ନିଆଁ ଲାଗିବା ଯୋଗୁଁ ଧାନଗଦା ସମ୍ପୂର୍ଣ୍ଣ ଜଳିପୋଡ଼ି ପାଇଁଶ ହୋଇଯାଇଥିବା ଖବର ମିଳିଛି । ଅପରାହ୍ନ ସମୟରେ…
Read More...

ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ (ଆର୍‌ଆଇଏନ୍‌ଏଲ୍‌) ପାଇଁ ମୋଟ ୧୧,୪୪୦ କୋଟି ଟଙ୍କାର ପୁନରୁଦ୍ଧାର ଯୋଜନାକୁ…

● ଆର୍‌ଆଇଏନ୍‌ଏଲ୍ ପାଇଁ ଏତେ ବଡ଼ ପୁନରୁଦ୍ଧାର ଏବଂ ପୁନର୍ଗଠନ ଯୋଜନାକୁ ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଧନ୍ୟବାଦ ଜଣାଇଲେ ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ● ସମଗ୍ର ଇସ୍ପାତ ଉଦ୍ୟୋଗରେ…
Read More...

ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫କୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବିକଶିତ ଭାରତର ଯାତ୍ରା ଯାତାୟାତ କ୍ଷେତ୍ରରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଏବଂ ଦ୍ରୁତ ଅଭିବୃଦ୍ଧିର ସାକ୍ଷୀ ହେବ : ପ୍ରଧାନମନ୍ତ୍ରୀସହଜ ଗମନାଗମନ ଆଜି ଭାରତ ପାଇଁ ସର୍ବୋଚ୍ଚ ପ୍ରାଥମିକତା : ପ୍ରଧାନମନ୍ତ୍ରୀମେକ୍ ଇନ୍ ଇଣ୍ଡିଆ ଅଭିଯାନର ଶକ୍ତି ଦେଶର ଅଟୋମୋବାଇଲ ଶିଳ୍ପର ଅଭିବୃଦ୍ଧି…
Read More...

ବୈଦିକ ବିଶ୍ଵଶାନ୍ତି ସମିତି ଓ ମା’ ରାମଚଣ୍ଡୀ ପୂଜା କମିଟି ଦ୍ୱାରା ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲୋଟାଙ୍କୁ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସ୍ଥିତ ବିବେକ ବିହାର ପଡିଆରେ ବୈଦିକ ବିଶ୍ଵଶାନ୍ତି ସମିତି ଦ୍ୱାରା ଆୟୋଜିତ ପବିତ୍ର ମକର ସଂକ୍ରାନ୍ତି ପର୍ବରେ ନବକୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ବର୍ଣ୍ଣାଢ଼୍ୟ ସମ୍ଭାରରେ ସମାହିତ ହୋଇଯାଇଛି । ଏହି ବିଶ୍ଵଶାନ୍ତି ମହାଯଜ୍ଞର ମୁଖ୍ୟ…
Read More...

ପଲସଦା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସଦା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଯତୀନ୍ଦ୍ର ଦୀପଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷାବିତ୍ ମହେନ୍ଦ୍ର କୁମାର ସାହୁ ଏବଂ ପୀତାମ୍ବର ସାହୁ ମୁଖ୍ୟ ଅତିଥି ଓ…
Read More...

କେବଲ ଟେଲିଭିଜନ ନେଟୱର୍କ ନିୟମ ୧୯୯୪ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ

● ବ୍ୟବସାୟିକ ସୁଗମତା : ସଂଶୋଧିତ ନିୟମ ଅଧୀନରେ, ପ୍ରସାରଣ ସେବା ପୋର୍ଟାଲରେ ସ୍ଥାନୀୟ କେବୁଲ୍ ଅପରେଟରଙ୍କ ପଞ୍ଜିକରଣ ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ହେଲା● ଏମ୍‌ଆଇବି ହେବ ଏଲ୍‌ସିଓ ପାଇଁ ପଞ୍ଜିକରଣ ପ୍ରାଧିକରଣ; ସାରା ଭାରତରେ ଏଲ୍‌ସିଓ ପଞ୍ଜୀକରଣର ବୈଧତା ଅବଧି ୫ ବର୍ଷ ହେଲା …
Read More...