Yearly Archives

2024

କାର-ବାଇକ ମୁହାଁମୁହିଁ : ୨ ଯୁବକ ମୃତ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ୨୬ ନମ୍ବର ଜାତୀୟ ରାଜପଥ ମହଗାଁ ଠାରେ ଗତ ବିଳମ୍ବିତ ରାତିରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାମ ରାଜିନ ରତେଇ(୨୯) ଓ ମାନସ ବନଛୋର (୧୭) । ଉଭୟ…
Read More...

ମହିଳା ଆଇପିଏସ୍‌ ଅମ୍ରିତ ପାଲ୍ କୌର୍ ପଦ୍ମପୁରର ନୂତନ ଏସ୍‌ଡିପିଓ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହିଳା ଆଇପିଏସ୍ ଅମ୍ରିତ ପାଲ୍ କୌର୍ (ଆର୍.ଆର୍ ୨୦୨୧)ଙ୍କୁ ପଦ୍ମପୁର ଏସ୍‌ଡିପିଓ ଦାୟିତ୍ଵ ମିଳିଥିବା ବେଳେ ପଦ୍ମପୁର ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଛି । ପୂର୍ବରୁ ସେ ବଲାଙ୍ଗିର ଅତିରିକ୍ତ ଆରକ୍ଷୀ…
Read More...

ଧରାପଡ଼ିଲା ଗୋମାଂସ ବୋଝେଇ କଣ୍ଟେନର

କଟକ : ଖଇରା ପୋଲ ନିକଟରୁ ଧରାପଡ଼ିଲା ଗୋମାଂସ ବୋଝେଇ କଣ୍ଟେନର । ଗାଡ଼ି ଭିତରେ ପାଖାପାଖି ୧୮ ଟନ୍ ଗୋମାଂସ ଥିବା ଅନୁମାନ କରାଯାଉଛି । ସୂଚନା ମୁତାବକ, ଏକ ଦଶ ଚକିଆ କଣ୍ଟେନରଟି ସାଲେପୁର ରାସ୍ତା ଆଡୁ ଗୋମାଂସ ନେଇ ଆସୁଥିବା ବିଷୟରେ ବଜରଙ୍ଗ ଦଳ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର…
Read More...

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ନିବନ୍ଧ

ଦିବ୍ୟାଙ୍ଗଜନଙ୍କ ସେବା ଓ ସଶକ୍ତିକରଣର ଗୋଟିଏ ଦଶନ୍ଧିଆମ ସରକାର ଅନ୍ତର୍ଭୁକ୍ତୀକରଣ, ସମ୍ବେଦନଶୀଳତା ଏବଂ ସର୍ବାଙ୍ଗୀଣ ବିକାଶ ପାଇଁ ପ୍ରତିବଦ୍ଧତାର ମୂଲ୍ୟବୋଧ ଦ୍ୱାରା ପରିଚାଳିତ : ପ୍ରଧାନମନ୍ତ୍ରୀସୁଗମ୍ୟ ଭାରତ ଅଭିଯାନ, ଆଇନଗତ ସଂସ୍କାର ଓ ପରିଭାଷା ବଦଳିବା ଯୋଗୁ ଦେଶର ଦିବ୍ୟାଙ୍ଗ…
Read More...

ଭାରତୀୟ ନୌସେନା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : "ଭାରତୀୟ ନୌସେନା ଦିବସ" ହେଉଛି ଭାରତୀୟ ନୌସେନାର ସଫଳତାକୁ ପାଳନ କରିବା ଏବଂ ନୌସେନାରେ ସେବା କରୁଥିବା ସାହସୀ ଭାରତୀୟ ପୁରୁଷ ଓ ମହିଳାଙ୍କୁ ସମ୍ମାନ ଦେବା । ଦେଶର ସୁରକ୍ଷା ପାଇଁ ସେମାନଙ୍କ ବଳିଦାନର ସ୍ମରଣ କରିବା । ତାଙ୍କ ଶାସନ କାଳରେ ଏକ ଦୃଢ…
Read More...

ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ ସ୍ୱାଗତ ଯୋଗ୍ୟ : ପୀତବାସ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଏହି ଉଦ୍ୟମକୁ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡା ସ୍ୱାଗତ କରିଛନ୍ତି । ସୂଚନାଯୋଗ୍ୟ ଯେ' ଗତକାଲି ରାଜ୍ୟ ବିଧାନସଭାରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ…
Read More...

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବରିଷ୍ଠ ନାଗରିକଙ୍କ ପାଇଁ ଦେୟମୁକ୍ତ ସ୍ବତନ୍ତ୍ର ସହାୟତା ନମ୍ବର - ୧୪୫୬୭ ଘୋଷଣାସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦିବ୍ୟାଙ୍ଗଜନଙ୍କ କଲ୍ୟାଣ ପାଇଁ ବିବିଧ ପଦକ୍ଷେପ ଗ୍ରହଣ କରିବ : ମନ୍ତ୍ରୀ ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କିଟ୍ ଇଣ୍ଡୋର ଷ୍ଟାଡିୟମଠାରେ ପାଳିତ…
Read More...

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀକ ଭିନ୍ନକ୍ଷମ ଦିବସ – ୨୦୨୪ ପାଳିତ

ଅନ୍ତର୍ଭୁକ୍ତି ଏବଂ ଅଭିଗମ୍ୟତା ଦ୍ୱାରା ଭିନ୍ନକ୍ଷମଙ୍କ ସଶକ୍ତିକରଣ ସମ୍ଭବ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ…
Read More...

ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମରେ ଜଳ ଜୀବନ ମିଶନ ମାରିଲା ଫେଲ୍

ଜିଲ୍ଲାପାଳ ଅଭିଯୋଗ ଶୁଣାଣୀରେ ଅଭିଯୋଗ କଲେ ଜର୍ଜଗଡ଼ର ଗ୍ରାମବାସୀ ତଥାବି ହୋଇନାହିିଁ ପାଣି ସପ୍ଲାଏ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମରେ ଫେଲ ମାରିଛି ଜଳ ଜୀବନ ମିଶନ । ନୃସିଂହନାଥ ରାସ୍ତାରେ ଥିବା ଜର୍ଜଗଡ଼…
Read More...

୧୬ ଦିନିଆ ଅନ୍ତର୍ଜାତୀୟ ମହିଳା ହିଂସା ବିରୋଧୀ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହୋଇଛି ୧୬ ଦିନିଆ ଅନ୍ତର୍ଜାତୀୟ ମହିଳା ହିଂସା ବିରୋଧୀ ଅଭିଯାନ । ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଦ୍ୱାରା ଏହି ଅଭିଯାନ ମହିଳା ମହାବିଦ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ…
Read More...