Yearly Archives

2024

ସ୍ୱଚ୍ଛତା ଓ ସହରୀ ବିକାଶ ପାଇଁ ମୋଦୀ ସରକାରଙ୍କ ତୃତୀୟ ପାଳିରେ ୬ମାସର ଉପଲବ୍ଧି ବିଷୟରେ ସୂଚନା ଦେଲେ କେନ୍ଦ୍ର…

‘‘ସ୍ୱଚ୍ଛତା ଅଭିଯାନରେ ଚଳିତ ବର୍ଷ ୧୭ ଲକ୍ଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି : ସାରା ଦେଶରେ ବର୍ଜ୍ୟବସ୍ତୁର ବ୍ୟବସ୍ଥିତ ସଂଗ୍ରହ ୯୭% ୱାର୍ଡରେ ପହଞ୍ଚିଛି’’ସ୍ମାର୍ଟ ସିଟି ମିଶନରେ ୧ ଲକ୍ଷ ୬୭ହଜାର କୋଟିରୁ ଅଧିକ ଟଙ୍କା ନିବେଶ ପାଇଁ ବ୍ୟବସ୍ଥା : ପିଏମ ସ୍ୱନିଧି ଯୋଜନାରେ ୩୦,୪୨୨ କୋଟି…
Read More...

କଣ୍ଟାବାଞ୍ଜି କୁକୁଡାହାଡ଼ ରେଳ ଟ୍ରାକରେ ଦୁଇ ମହିଳାଙ୍କ ମୃତ ଦେହ ଠାବ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବର୍ତ୍ତମାନ କଣ୍ଟାବାଞ୍ଜିରୁ ଆସୁଛି ଏକ ବଡ଼ ଖବର । କଣ୍ଟାବାଞ୍ଜି କୁକୁଡାହାଡ଼ ରେଳ ଟ୍ରାକରେ ଦୁଇ ମହିଳାଙ୍କ ମୃତଦେହ ଠାବ ହୋଇଛି । ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡ଼ିଛି ଦୁଇ ମହିଳାଙ୍କ ମୃତଦେହ । ବର୍ତ୍ତମାନ ପର୍ଯ୍ୟନ୍ତ ଦୁହିଁଙ୍କ ପରିଚୟ ମିଳି…
Read More...

ଖଇରପାଲି ଗ୍ରାମରେ ୧୮ତମ ମହାଲକ୍ଷ୍ମୀ ପୂଜା : କଳସ ଯାତ୍ରାରେ ଶତାଧିକ ମହିଳାଙ୍କ ଯୋଗଦାନ

ବରଗଡ, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅଧୀନ ଖଇରପାଲି ଗ୍ରାମରେ ମାଁ ମହାଲକ୍ଷ୍ମୀଙ୍କ ୧୮ତମ ପୂଜନୋତ୍ସବ ମହା ଆଡମ୍ବର ସହିତ ପାଳନ ହୋଇଯାଇଛି । ଗ୍ରାମର ଶତାଧିକ ମହିଳା ହରିଦ୍ରା ବର୍ଣ୍ଣର ବସ୍ତ୍ର ଧାରଣ କରି କଳସ ଯାତ୍ରାରେ ଯୋଗଦାନ କରିଥିଲେ । କର୍ତ୍ତା ଭାବରେ ସନ୍ତୋଷ…
Read More...

ଜିଲ୍ଲାସ୍ତରୀୟ ଜୁନିଅର ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିର ଉଦ୍‌ଯାପିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଜୁନିଅର ରେଡ୍‌କ୍ରସର ୧୮ତମ ତ୍ରିଦିବସୀୟ ଶିକ୍ଷା ଓ ତାଲିମ ଶିବିର ଡୁଙ୍ଗୁରିପାଲି ବ୍ଳକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ଉଦ୍‌ଯାପିତ ହୋଇ ଯାଇଛି । ପ୍ରଥମ ଦିବସରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା…
Read More...

ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ହେବ ଜିଲ୍ଲା ସ୍ତରୀୟ ଜୁନିଅର କବାଡି ଓ ସିନିୟର ଭଲିବଲ ଖେଳାଳି ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ଦିନକୁ ହେବାକୁ ଥିବା ୫୦ତମ ଜାତୀୟ କବାଡି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଗ୍ରହୀ ବଲାଙ୍ଗିର ଜିଲ୍ଲା ବାଳକ ଓ ବାଳିକା ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ଚୟନ ଶିବିରକୁ ଉନ୍ନିତ ହେବାକୁ ହେଲେ ସେମାନଙ୍କୁ ପ୍ରଥମେ ଜିଲ୍ଲା ସ୍ତରୀୟ ଚୟନ ଶିବିରରେ…
Read More...

ମଦନପୁର ଠାରେ ୧୮ତମ ଶତବାର୍ଷିକୀ ସ୍ମାରକୀ ଉତ୍ସବ ପାଳିତ

ମ.ରାମପୁର (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ, ମଦନପୁର ଠାରେ ୧୮ତମ ଶତବାର୍ଷିକ ସ୍ମାରକୀ ଉତ୍ସବ ୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବ୍ଲକ ଶିକ୍ଷା ଅଧିକାରୀ ତପିମଣି ଯାନୀ, ସମ୍ମାନିତ ଅତିଥି ଭାବେ ସହ…
Read More...

ଜାତୀୟ ସବ୍‌ ଜୁନିୟର କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା କରାଟେ ସଂଘ ଅଂଶଗ୍ରହଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଡାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଉପ କନିଷ୍ଠ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାରୁ ୪ଜଣ କରାଟେକା ଅଂଶ ଗ୍ରହଣ କରିବେ । ଏହି ପ୍ରତିଯୋଗିତା ଡିସେମ୍ବର ୧୪ ଓ ୧୫ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ । ବଲାଙ୍ଗିର…
Read More...

ଘୋରଡିଆ ରାଧାକାନ୍ତ ଦେବ ମଠରେ ୬୪ ପ୍ରକାର ବ୍ୟଞ୍ଜନ ଲାଗି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବ୍ୟଞ୍ଜନ ଦ୍ୱାଦଶୀ ହିନ୍ଦୁ ପରମ୍ପରାରେ ଦେବାଦେବୀ ମଠ ମନ୍ଦିରମାନଙ୍କରେ ମହୋତ୍ସବର ଦିନ । ଭଗବାନ ଶ୍ରୀକୃଷ୍ଣଙ୍କୁ ମାତା ଯଶୋଦା ଏହି ପବିତ୍ର ମାର୍ଗଶୀର ମାସ ଶୁକ୍ଳ ବ୍ୟଞ୍ଜନ ଦ୍ୱାଦଶୀ ତିଥିରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ପୃଷ୍ଟିକର ବ୍ୟଞ୍ଜନ…
Read More...

ପୋଷ୍ୟ ସନ୍ତାନ ଗ୍ରହଣ ,ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ୍ ଅନ୍ତର୍ଗତ ଜବାହାର ନବୋଦୟ ବିଦ୍ୟାଳୟର ସଭାଗୃହ ଠାରେ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା ବେଳପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ରାଜେଶ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ଜିଲ୍ଲା ଶିକ୍ଷାଧିକାରୀଙ୍କ ସ୍ୱେଚ୍ଛାଚାରୀ ନିଷ୍ପତି ଓ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହର ପାଇଁ ରାଜ୍ୟପାଳ ଓ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଜଣେ କନିଷ୍ଠ କିରାଣୀ ପଙ୍କଜ କୁମାର ପାଣିଗ୍ରାହୀଙ୍କୁ ଚାକିରୀରୁ ବହିଷ୍କାର କରି ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଏକ ଗରିବ ପରିବାରକୁ ଦାଣ୍ଡର ଭିକାରୀ କରିଦେଇଛନ୍ତି । ସମସ୍ତ ଆବେଦନ ନିବେଦନ ସତ୍ୱେ ଅମାନବୀୟ ଭାବେ ଜଣେ ସ୍ୱଳ୍ପ…
Read More...