Yearly Archives

2024

ସଇଁନ୍ତଳାରେ ଅଭିଯୋଗ ଶୁଣାଣି ଶିବିର

ସଇଁନ୍ତଳା, (ଲକ୍ଷ୍ମୀକାନ୍ତ ସାହୁ) : ସଇଁନ୍ତଳା ବ୍ଲକ କାର୍ୟ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ଶିବିରରେ ୮୨ ଟି ରେଜିଷ୍ଟ୍ରେସନ ହୋଇଥିବା ବେଳେ ଅନେକ ଲୋକ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଏବଂ ବରଗାଁ…
Read More...

ଫେଲେରିଆ ନିରାକରଣ ପାଇଁ ସଭା ଓ ସହରି ସଂଯୋଗୀକରଣ କମିଟି ଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜନ ସ୍ୱାସ୍ଥ୍ୟ ବିଭାଗ ସଭାଗୃହ ମଧ୍ୟରେ ଆସନ୍ତା ଫେବୃୟାରୀ ମାସରେ ହେବାକୁ ଥିବା ସାମୁହିକ ଫେଲେରିଆ ସେବନ ଅଭିଯାନ - ୨୦୨୪କୁ ସଫଳ କରିବା ପାଇଁ ଜିଲ୍ଲାର ପ୍ରମୁଖ ସରକାରୀ, ବେସରକାରୀ ବିଭାଗମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଜିଲ୍ଲା ସ୍ତରୀୟ କମିଟି ଗଠନ…
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଆତ୍ମାସୁରକ୍ଷା ଓ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବରଗଡ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ରାଜବୋରାସମ୍ବର ଆନୁକୂଲ୍ୟରେ ଏକ ତ୍ରିଦିବାସୀୟ ରାଣୀ ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଓ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ଦ୍ୱୟର…
Read More...

ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧବାର୍ଷିକୀରେ ଆତ୍ମଦର୍ଶନ ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ସ୍ଥିତ ସୁରସଂଗମ ସାଂସ୍କୃତିକ ସଂସଦ ଆନୂକୁଲ୍ୟରେ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ନାଟ୍ୟକାର ନିର୍ଦ୍ଦେଶକ ତଥା ସଂଗୀତଜ୍ଞ ନିସାର ଅହମ୍ମଦ ନିସାରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି ।…
Read More...

ଡି.ଏ.ଭି. ପବ୍ଲିକ ସ୍କୁଲରେ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ନଗର ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଏକ ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯାଇଥିଲା । ରାଉରକେଲା ସରକାରୀ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସମୀର କୁମାର ପାତ୍ର, ଡାକ୍ତର ମ୍ରିଣ୍ମୟୀ, ଡାକ୍ତର ଅଞ୍ଜନା ରାଣୀ ମହାପାତ୍ରଙ୍କ ସମେତ ୩ ଜଣ କର୍ମଚାରୀ…
Read More...

ଶ୍ରୀମତୀ ସରସ୍ୱତୀ ଦେବୀଙ୍କ ୧୦୦ତମ ଜନ୍ମଦିନରେ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜସେବା ଓ ଦାୟିତ୍ୱବାନ୍ ମନୋଭାବର ଏକ ଅପୂର୍ବ ଉଦାହରଣ ସ୍ୱରୂପ, ବଲାଙ୍ଗିରର ପ୍ରମୁଖ ବ୍ୟବସାୟୀ ଓ ସମାଜସେବୀ ଅରୁଣ ଅଗ୍ରୱାଲ ଏବଂ ତାଙ୍କ ପରିବାର । ତାଙ୍କ ପ୍ରିୟ ତାଇଜୀ ଶ୍ରୀମତୀ ସରସ୍ୱତୀ ଦେବୀଙ୍କ ୧୦୦ତମ ଜନ୍ମବାର୍ଷିକୀରେ ସହାଯୋଗ ଫାଉଣ୍ଡେସନର…
Read More...

ଜବାହାରଲାଲ ହାଇସ୍କୁଲର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ହାଇସ୍କୁଲର ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ସଭାକୁ ସ୍ଥାନୀୟ ସରପଞ୍ଚ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ ।…
Read More...

ବଲାଙ୍ଗିର ଟାଉନ ବାଳକ ହାଇସ୍କୁଲରେ ଜେଏସ୍ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ୨୦୨୪…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଟାଉନ୍ ବାଳକ ହାଇସ୍କୁଲରେ ଜେଏସ୍ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ଉତ୍ସାହ ମଧ୍ୟରେ ବାର୍ଷିକ କ୍ରୀଡ଼ା ୨୦୨୪ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀକାନ୍ତ…
Read More...

ସ୍ୱର୍ଗତ ପାଲା ଗାୟକ ପ୍ରଫୁଲ୍ଲ ଚନ୍ଦ୍ର ମହାରଣାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଓ ଶ୍ରଦ୍ଧାଞ୍ଜଳି ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଦିବଙ୍ଗତ ପାଲା ଗାୟକ ପ୍ରଫୁଲ୍ଲ ଚନ୍ଦ୍ର ମହାରଣାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଡେଲାଙ୍ଗ ବ୍ଲକର ଖେଲାଉର ସ୍ଥିତ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଆତ୍ମାର ସ୍ମୃତି ଉଦ୍ଦେଶ୍ୟରେ ଦିବା ୯ଟାରୁ ସତ୍ୟ ସନାତନ ଭାଗବତ ଟୁଙ୍ଗୀ…
Read More...

ବାଇକ ଧକ୍କାରେ ଜଣେ ମୃତ : କ୍ଷତି ପୂରଣ ଦାବିରେ ରାସ୍ତାରୋକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ବଥର୍ଲା ପାଣିଟାଙ୍କି ନିକଟରେ ଗତକାଲି ସନ୍ଧ୍ୟା ସମୟରେ ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ବଥର୍ଲା ଗ୍ରାମର ଗଙ୍ଗା ବଛା ବୋଲି ଜଣାପଡ଼ିଛି । ଗଙ୍ଗା ପାଟଣାଗଡ଼ରୁ ନିଜ ଘରକୁ ଯାଉଥିବା ବେଳେ ଯୋଗିମୁଣ୍ଡା…
Read More...