Yearly Archives

2024

ଦେଓଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୪ତମ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ସୋମବାର ଦିନରୁ ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହୋଇଥିବା ୩୪ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଉପମନ୍ୟୁ ବାଗ ସଭାପତିତ୍ୱ…
Read More...

ଗୀତା ଦେବୀ ଅଗ୍ରୱାଲଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ବରିଷ୍ଠ ଆଇନଜୀବୀ ସ୍ୱର୍ଗତ କହ୍ନେଇ ଲାଲ ଅଗ୍ରୱାଲଙ୍କ ଧର୍ମପତ୍ନୀ ଗୀତା ଦେବୀଙ୍କ ଆଜି ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୮୬ ବର୍ଷ ବୟସ ହେଉଥିଲା । ମୃତ୍ୟୁ ପରେ ଶ୍ରୀମତୀ ଅଗ୍ରୱାଲଙ୍କ ଦୁଇ ଚକ୍ଷୁକୁ ପରିବାର ବର୍ଗ ସହାୟତାରେ…
Read More...

ଲାୟନ୍ସ କ୍ଲବ ୩୨୨ସି ୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ପ୍ରଦୀପ ବଂଶଲଙ୍କ ଟିଟିଲାଗଡ଼ ଗସ୍ତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ଅପରାହ୍ନରେ ଲାୟନ୍ସ ୩୨୨ସି ୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ ପ୍ରଦୀପ ବଂଶଲ ଓ କ୍ୟାବିନେଟ ସେକ୍ରେଟାରୀ ମନିସ କୁମାର ଜୈନ ଟିଟିଲାଗଡ଼ ଗସ୍ତରେ ଆସିଥିଲେ । ଏହି ଅବସରରେ ଉଭୟଙ୍କୁ ଟିଟିଲାଗଡ଼ କ୍ଲବ ସଭାପତି ଓ ସଦସ୍ୟମାନେ ଫୁଲତୋଡ଼ା ଦେଇ…
Read More...

ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ବେଳେ ଘଟିଲା ଅଘଟଣ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ବେଳେ ଘଟିଲା ଅଘଟଣ । ଉଚ୍ଚ ଡିଆଁ ଖେଳ ବେଳେ ତଳେ ପଡ଼ି ଛାତ୍ରଙ୍କ ବାମ ହାତ ଭାଙ୍ଗିଯାଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା ।…
Read More...

ମାଁ କୁଶଙ୍ଗାଇ କଳା ପରିଷଦର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅଞ୍ଚଳର ଅଗ୍ରଣୀ ଅନୁଷ୍ଠାନ ମାଁ କୁଶଙ୍ଗାଇ କଳା ପରିଷଦର ବାର୍ଷିକ ଉତ୍ସବ ସକାଶେ ପ୍ରସ୍ତୁତି ବୈଠକ କୁଶମେଲ ଗ୍ରାମର ରାମଜୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଳାକାର କାଶିନାଥ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ…
Read More...

ଡେଲାଙ୍ଗ ଥାନାର ନୂତନ କାର୍ଯ୍ୟାଳୟ ଗୃହ ଲୋକାର୍ପଣ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୬୯ତମ ପୋଲିସ ଡ୍ୟୁଟି ମିଟ୍‌ ୨୦୨୪ର ଉଦ୍‌ଯାପନୀ ସମାରୋହ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୋମବାର ଅପରାହ୍ନରେ ଆଭାସି ମାଧ୍ୟମରେ ପୁରୀ ଜିଲ୍ଲାରେ ଥିବା ଅସ୍ତରଙ୍ଗ, ବଳଙ୍ଗା ଏବଂ ଡେଲାଙ୍ଗ ପୋଲିସ ଷ୍ଟେସନର ନୂତନ ଗୃହର ଉଦ୍‌ଘାଟନ କରିଥିଲେ ।…
Read More...

ସମଗ୍ର ଶିକ୍ଷା ଅଭିଯାନ ବଲାଙ୍ଗିର ତରଫରୁ ତୁରେକେଲା ବ୍ଳକରେ ବର୍ଣ୍ଣାଳୀ ତାଲିମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସମଗ୍ର ଶିକ୍ଷା ଅଭିଯାନ ବଲାଙ୍ଗିର ତରଫରୁ ତୁରେକେଲା ବ୍ଳକ ଓ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ୩ ଦିନ ଧରି ବର୍ଣ୍ଣାଳୀ ତାଲିମ ପ୍ରଦାନ କରାଯାଇଥିଲା । ତୁରେକେଲା ଗୋଷ୍ଠୀ…
Read More...

ଛତ୍ରପୁରରେ ସଂକୁଳ ସ୍ତରୀୟ କ୍ରୀଡ଼ା ସମାରୋହ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର କ୍ରୀଡାଙ୍ଗନ ଠାରେ ସଂକୁଳ ସ୍ତରୀୟ (ଗୋପାଳପୁର, ରମ୍ଭା, ଛତ୍ରପୁର, ଗଞ୍ଜାମ, ନରେନ୍ଦ୍ରପୁର ଓ ଭଞ୍ଜବିହାର) ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଅଷ୍ଟମ ବାଟାଲିୟନ କମାଣ୍ଡେଣ୍ଟ ଶାରଦା ପ୍ରସାଦ…
Read More...

ବିନିକା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ୯୭ଟି ଅଭିଯୋଗ ଦରଖାସ୍ତ ପଞ୍ଜିକୃତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଓ ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ…
Read More...

ନୂତନ ଏନ୍‌ସିଇଆର୍‌ଟି ଅଡିଟୋରିୟମ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

• ଏନ୍‌ସିଇଆର୍‌ଟି ଦେଶର ଏକ ସାମୂହିକ ଶୈକ୍ଷିକ ଭଣ୍ଡାର - ଧର୍ମେନ୍ଦ୍ର ପ୍ରଧାନ• ଆମାଜନ ପରେ ଏନ୍‌ସିଇଆର୍‌ଟି ଏବଂ ଫ୍ଲିପକାର୍ଟ ମଧ୍ୟରେ ଏମ୍‌ଓୟୁକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା• ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ଉପଲବ୍ଧତା ବଢିବ, ଡୋରଷ୍ଟେପରେ ଶିକ୍ଷାର୍ଥୀଙ୍କ ପହଞ୍ଚିବ ପୁସ୍ତକ•…
Read More...