Yearly Archives

2024

ଅବହେଳିତ ଓ ପଛୁଆ ବର୍ଗଙ୍କ ଶିକ୍ଷା ଓ ସଶକ୍ତିକରଣ ପାଇଁ ସଂକଳ୍ପବଦ୍ଧ କେନ୍ଦ୍ର ସରକାର

• ୪୧ ଲକ୍ଷ ୩୨ ହଜାର ଏସ୍‌ସି ଛାତ୍ରଛାତ୍ରୀଙ୍କୁ ୪୯୬୫ କୋଟି ୪୫ ଲକ୍ଷରୁ ଅଧିକ ଟଙ୍କାର ମାଟ୍ରିକ ପରବର୍ତ୍ତୀ ବୃତ୍ତି; ୧୮ ଲକ୍ଷ ୭୨ ହଜାର ଏସ୍‌ସି ଛାତ୍ରଛାତ୍ରୀଙ୍କୁ ୪୩୭ କୋଟି ୮ ଲକ୍ଷ ଟଙ୍କାର ମାଟ୍ରିକ ପୂର୍ବ ବୃତ୍ତି ସହାୟତା• ୨୯୬୧ ଜଣ ଛାତ୍ରଛାତ୍ରୀଙ୍କୁ ସିବିଏସ୍‌ଇ ଏବଂ ରାଜ୍ୟ ବୋର୍ଡ…
Read More...

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ସାଂସଦଙ୍କ ପ୍ରତିନିଧିମଣ୍ଡଳୀ

• ପୁରୀରେ ନୂଆ ଏୟାରପୋର୍ଟ ଏବଂ କଟକ ଚାରବାଟିଆ ଏୟାରଫିଲ୍ଡକୁ ପୂର୍ଣ୍ଣାଙ୍ଗ ବେସାମରିକ ବିମାନବନ୍ଦର ପାଇଁ ଅନୁରୋଧ• ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଟର୍ମିନାଲ ଭବନ ନିର୍ମାଣ ସହ ଝାରସୁଗୁଡ଼ା ବିମାନବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ନବୀକରଣ ପାଇଁ କଲେ ଅନୁରୋଧ• ରାଉରକେଲା ଓ…
Read More...

ଧାନକିଣାରେ ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା – ମନ୍ତ୍ରୀ ଶ୍ରୀ ପାତ୍ର

ହିତାଧିକାରୀଙ୍କୁ ପ୍ରତି ମାସରେ ମିଳିବ ରାସନ ଭୁବନେଶ୍ୱର : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭାଗର ବିଭିନ୍ନ କାର୍ଯ୍ୟଧାରା ଉପରେ ଆଜି ସମୀକ୍ଷା କରିଛନ୍ତି । ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ,…
Read More...

ପିଏମ୍‌ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ନେଟୱର୍କ ପ୍ଲାନିଂ ଗ୍ରୁପ (ଏନ୍‌ପିଜି)ର ୮୫ତମ ବୈଠକ

ଡାଙ୍ଗୋଆପୋଷି-ଜାରୋଲି ରେଳ ପ୍ରକଳ୍ପ କାମ ସମୀକ୍ଷାକେନ୍ଦୁଝରରୁ ପାରାଦୀପକୁ ସୁବିଧାରେ ହୋଇପାରିବ ଲୁହାପଥର ପରିବହନ ନୂଆଦିଲ୍ଲୀ, (ପିଆଇବି) : ନେଟୱର୍କ ପ୍ଲାନିଂ ଗ୍ରୁପ (ଏନ୍‌ପିଜି)ର ୮୫ତମ ବୈଠକରେ ପାଂଚଟି ପ୍ରକଳ୍ପ ଉପରେ ସମୀକ୍ଷା କରାଯାଇଛି । ଏହା ଭିତରୁ ଦୁଇଟି ରେଳବାଇ ଓ ତିନିଟି…
Read More...

ଫୋଉଜି କ୍ଲବର ଫୁଟବଲ ଖେଳ ଉଦ୍‌ଯାପିତ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଶିବତଲା ମିନିଷ୍ଟାଡିୟମ ଠାରେ ଗତ ଚାରିଦିନ ଧରି ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା । ଲୁଚକିବନ୍ଧ ଫୋଉଜି କ୍ଲବ ସଦସ୍ୟ ଏହି ଖେଳ ଆୟୋଜନ କରିଥିଲେ । ଏଥିରେ ମୋଟ୍ ୮ଟି ଫୁଟବଲ ଦଳ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ମହିପୁର,…
Read More...

କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ ନିଯୁକ୍ତି ପତ୍ର ବଣ୍ଟନ ସମାରୋହ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଖପ୍ରାଖୋଲ ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଖପ୍ରାଖୋଲ ବ୍ଲକରେ କାର୍ଯ୍ୟରତ ୨୦୧୮ ବ୍ୟାଚ୍‌ର ୭୬ଜଣ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ ଆଦେଶନାମା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରକାଶ ଥାଉ କି ଗତ ତା ୨୯.୧୧.୨୪…
Read More...

ଆସନ୍ତା ୨୨ ଓ ୨୩ତାରିଖରେ ଆରମ୍ଭ ହେବ ବୁଢ଼ାଡଙ୍ଗର ମହୋତ୍ସବ ୨୦୨୪

କେସିଙ୍ଗା, (ପ୍ରୀତେଶ ପଟେଲ) : ସ୍ଥାନୀୟ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ର ଓ ସମ୍ପାଦକ ଅକ୍ଷୟ ଦାସଙ୍କ ଆମନ୍ତ୍ରଣ କ୍ରମେ ଅଞ୍ଚଳର ସାମ୍ବାଦିକମାନଙ୍କୁ ନେଇ ଏକ ପ୍ରେସ ଇସ୍ତାହାର ପ୍ରକାଶ ପାଇଛି । ଏହି ଇସ୍ତାହାର ଅନୁସାରେ ଚଳିତ ମାସ ୨୨ ଓ ୨୩ ତାରିଖ ୨ ଦିନ…
Read More...

ଜିଲ୍ଲାପାଳଙ୍କ ସହିତ ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ କନଫରେନ୍ସ ହଲ ଠାରେ ଜିଲ୍ଲାପାଳଙ୍କ ଅଧ୍ୟାକ୍ଷତାରେ ଏକ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ତା.୧୬/୧୨/୨୪ ରିଖ ଦିନ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ କୁଳିମାନଙ୍କୁ ଆଦିବାସୀ ଜାତିଗତ ପ୍ରମାଣ ପତ୍ର ନଦେବାକୁ ଜିଲ୍ଲାପାଳ…
Read More...

ଅବସର ପ୍ରାପ୍ତ ଶିକ୍ଷକ ଭାବଗ୍ରାହୀ ଠାକୁରଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଅଞ୍ଚଳର ଏକ ଜଣାଶୁଣା ବ୍ୟକ୍ତିତ୍ଵ ତଥା ଅବସର ପ୍ରାପ୍ତ ନିଷ୍ଠାବାନ ଶିକ୍ଷକ ଭାବଗ୍ରାହୀ ଠାକୁରଙ୍କ ୭୮ବର୍ଷ ବୟସରେ ନିଜ ଜୟପାଟଣା ସ୍ଥିତ ବାସଭବନରେ ଗୁରୁବାର ସକାଳେ ପରଲୋକ ହୋଇଯାଇଛି । ତାଙ୍କରି ଶିକ୍ଷକତା ସମୟରେ ନିଷ୍ଠାପର ସେବା ଦେଇ ୨୦୦୫ରେ…
Read More...

ଗ୍ୟାସ ସିଲିଣ୍ଡର ଫାଟି ଚିକେନ ଦୋକାନୀ ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହ) : ଗ୍ୟାସ ସିଲିଣ୍ଡର ଫାଟି ଜଣେ ଗୁରୁତର ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମରେ । ସୂଚନା ମୁତାବକ ପ୍ରତ୍ୟେକ ଦିନ ଭଳି ଗୁରୁବାର ଦିନ ମଧ୍ୟ ଚିକେନ୍ ଦୋକାନୀ ରତନ ଦିଗାଲ…
Read More...