Yearly Archives

2024

ଭେଙ୍ଗରାଜପୁରରେ ଛପନ ପ୍ରହର ନାମଯଜ୍ଞ ଦର୍ଶନ କଲେ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ରସମୁଣ୍ତା ମାଁ ଲକ୍ଷ୍ମୀ ରାଇସ ମିଲ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଅଖଣ୍ତ ଛପନ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ନାମଯଜ୍ଞକୁ ଆଜି ବରଗଡ ସାଂସଦ ପ୍ରଦୀପ ପୁରୋହିତ ଦର୍ଶନ…
Read More...

ଶିଶୁକନ୍ୟା ବିକ୍ରି ଚର୍ଚ୍ଚା ହୋଇଥିବା ଘଟଣାରେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ସସ୍ପେଣ୍ଡ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ଗ୍ରାମରେ ଜଣେ ମହିଳା ନିଜେ ଜନ୍ମକଲା ଶିଶୁକନ୍ୟାକୁ ଅନ୍ୟ ହାତରେ ଦେଇ ଦେଇଥିବା ଘଟଣାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ମମତା ଭୋଇଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନିଲମ୍ବିତ କରାଯାଇଛି ।…
Read More...

ନୂଆପଡ଼ାରୁ ବୋଲେରୋ ଭଡାରେ ଆଣି ଦୁର୍ବୃତ୍ତଙ୍କ ମୁରିବାହାଲରେ ଲୁଟ୍ ଉଦ୍ୟମ ବିଫଳ

୩ ଅଭିଯୁକ୍ତ ଥାନାରେ ଅଟକ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସୁଦୂର ନୂଆପଡ଼ା ଜିଲ୍ଲା ସଦର ମହକୁମାରୁ ଏକ ବୋଲେରୋକୁ ଭଡାରେ ଆଣି ଦୁର୍ବୃତ୍ତମାନଙ୍କ ମୁରିବାହାଲ ଥାନା ଅଞ୍ଚଳରେ ଲୁଟ୍ ଉଦ୍ୟମ ବିଫଳ ହୋଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏହି ଘଟଣାରେ ସଂପୃକ୍ତ ୩ ଜଣ…
Read More...

ବଙ୍ଗୋମୁଣ୍ଡାରେ କ୍ରିଷ୍ଣା ଲର୍ନିଂ ସ୍କୁଲର ଜ୍ଞାନ ମେଳା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା କ୍ରିଷ୍ଣା ଲର୍ନିଂ ସ୍କୁଲର ଜ୍ଞାନ ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଜ୍ଞାନ ମେଳାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଧରମପାଲ ଜୈନ ଯୋଗଦେଇ ମେଳାକୁ ଶୁଭ ଉଦ୍‌ଘାଟନ କରିବା…
Read More...

ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ : ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ : ହରଭଙ୍ଗା ଥାନା ମହାଲିକ୍‌ପଡ଼ା ଗାଁରେ ଅଭାବନୀୟ ଘଟଣା । ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ । ଗୁରୁତର ଅବସ୍ଥାରେ ଦୁଇ ଭଉଣୀଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି ଚରାଯାଇଛି । ଚିକିତ୍ସାଧିନ ଅବସ୍ଥାରେ ବଡ଼ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀ ୠୁରୁତର । ମୃତ ଭଉଣୀ ହେଉଛନ୍ତି…
Read More...

ବାଇକ୍‌ ଚାଳକଙ୍କ ଉପରେ ଚଢିଗଲା ଟ୍ରକ୍‌ : ୪ ମୃତ

ଜୟପୁର : ଜବାକାନାଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍‌ ଚାଳକଙ୍କ ଉପରେ ଚଢିଗଲା ଟ୍ରକ୍‌ । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ବୈପାରିଗୁଡା ବ୍ଲକ ବିଚାଲ କୋଟା କଲୋନୀର ଧୋବା ପରଜା, ଘାସି ପରଜା, ନକିଆ ପରଜା, ବୁଟି ପରଜା ବୋଲି ଜଣାପଡିଛି । । କୋରାପୁଟ ଜିଲ୍ଲା…
Read More...

ମାନବ ସମାଜ ବାର୍ଷିକୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ନଭେମ୍ବର ୨୨ରେ ପାଳନ କରାଯାଉଥିବା 'ମାନବ ସମାଜ ବାର୍ଷିକୀ ଦିବସ' ବିଶ୍ୱର ବୃହତ୍ତମ ପ୍ରାଣୀ ସୁରକ୍ଷା ସଂଗଠନ ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାସନାଲ ପ୍ରତିଷ୍ଠାକୁ ସୂଚିତ କରେ । ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାସନାଲ ଶହ ଶହ ପ୍ରାଣୀଙ୍କୁ…
Read More...

ଆଇଏଫ୍ଏଫ୍ଆଇରେ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋର ଚତୁର୍ଥ ସଂସ୍କରଣ ଉଦ୍‌ଘାଟିତ

• ଯୁବ ସ୍ୱର ପାଇଁ ଏକ ମଞ୍ଚ ପ୍ରଦାନ କରିବା ନିମନ୍ତେ ସୃଜନଶୀଳ ପ୍ରକ୍ରିୟାକୁ ଉଜାଗର କରିବା ଗୁରୁତ୍ୱପୂର୍ଣ୍ଣ : ପ୍ରସୂନ ଯୋଶୀ• ସିଏମ୍‌ଓଟି ଯୁବ ନିର୍ମାତାମାନଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବାକୁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରେ : ସଞ୍ଜୟ ଜାଜୁ …
Read More...

ନୂଆପଡ଼ା ଜିଲ୍ଲାରେ ବିଶ୍ଵ ମତ୍ସ୍ୟ ଦିବସ ପାଳିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲାରେ ବିଶ୍ଵ ମତ୍ସ୍ୟ ଦିବସ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ କୃଷି ବିଭାଗ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ସଭାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜନ ସାହୁ ସ୍ୱାଗତ ସମ୍ଭାଷଣ ସହିତ ନିଜ ବିଭାଗର କାର୍ଯ୍ୟାବଳୀ ଓ…
Read More...

ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ତାଙ୍କ ଚିରସ୍ଥାୟୀ ଆଦର୍ଶକୁ ସମ୍ମାନ

• ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତି ସମ୍ମାନ ଜଣାଇ ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ, (ପିଆଇବି) : ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ…
Read More...