Yearly Archives

2024

ଅସହାୟକୁ ସହାୟ ହେଲା ଜନକଲ୍ୟାଣ ଟ୍ରଷ୍ଟ

ପରିବାର ଜାତିଭାଇ ନଥିବାରୁ ଟ୍ରଷ୍ଟ କର୍ମକର୍ତ୍ତା କଲେ ଶବ ସଂସ୍କାର ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ସହରର ଶ୍ରୀରାମ ମନ୍ଦିର ନିକଟ ପଡାରେ ରହୁଥିବା ଜଣେ ଅସହାୟ ବୃଦ୍ଧଙ୍କ ଗୁରୁବାର ରାତିରେ ମୃତ୍ୟୁ ହୋଇଥିଲା । ମୃତକ ବୃଦ୍ଧ ଜଣକ ସିହିନି ଗ୍ରାମ ପଂଚାୟତ…
Read More...

ମା’ ରାମଚଣ୍ଡୀ ମନ୍ଦିରବେଢ଼ା ପରିସର ସଫେଇ ଓ ରାମକୁଣ୍ଡର ପୁନଃ-ରୁଦ୍ଧାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ପ୍ରଥମାଷ୍ଟମୀ ତିଥୀରେ ଶ୍ରୀ ଶ୍ରୀ ମା' ରାମଚଣ୍ଡୀଙ୍କ ମନ୍ଦିର ବେଢ଼ା ପରିସରରେ ସଫେଇ କାର୍ଯ୍ୟ ସମ୍ପନ୍ନ ସାଂଗକୁ ବହୁ ମୂଲ୍ୟବାନ ଔଷଧୀୟ ଗୁଣ ସମ୍ପନ୍ନ ବୃକ୍ଷରୋପଣ କରାଯାଇଛି । ସ୍ୱଚ୍ଛ ସୁନ୍ଦର ପରିବେଶ ଏବଂ କୃତ୍ରିମ ବନାନୀ ଲକ୍ଷ୍ୟ ନେଇ…
Read More...

ବାଇକ୍ ଧକ୍କାରେ ସାଇକେଲ ଆରୋହୀ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଗଡଭାଟି ଛକ୍ ନିକଟରେ ଏକ ବାଇକ୍ ଚାଲକ ସାଇକେଲ ଆରୋହୀଙ୍କ ଧକ୍କାକୁ ଦେବାରୁ ସାଇକେଲ ଆରୋହୀଙ୍କ ଜଣେ ମୃତ ଘଟିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପଦ୍ମପୁର ଉପଖଣ୍ଡ ବୁବୁଡା ଗ୍ରାମ ବାବନ ବିଶି (୫୦) ସେ ରାଜ ମିସ୍ତ୍ରୀ ଭାବରେ କାମ କରୁଥିଲେ…
Read More...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌ : ୨ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ଼ ରାସ୍ତା ଖର୍ଲିକାନି ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ ଗଛରେ ପିଟିହେଲା ବାଇକ୍‌ । ଘଟଣାସ୍ଥଳରେ ବାଇକ୍‌ରେ ଥିବା ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ । ମୃତକମାନେ ରତାଖଣ୍ଡି ଗାଁର ଓମ୍‌ ମହାଲିଙ୍ଗ ଓ ଟୁବୁଲୁ ଭୋଇ ବୋଲି…
Read More...

ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ ହୋଇଯାଇଛି । ଟାଉନ କ୍ଲବ ପଦ୍ମପୁର ତରଫରୁ ଆୟୋଜିତ ଏହି ଟୁର୍ନାମେଣ୍ଟରେ ମୋଟ୍‌ ୮ ଗୋଟି ଦଳ ମଧ୍ୟରେ ଖେଳା ହେବ ଏବଂ ଏହି ପ୍ରିମିୟର…
Read More...

୨୮ରୁ ସାହିତ୍ୟ ଅକାଦେମିର ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର

କବିସନ୍ଧିରେ ଯୋଗଦେବେ ଶତ୍ରୁଘ୍ନ ପାଣ୍ଡବ ଭୁବନେଶ୍ୱର : ସାହିତ୍ୟ ଅକାଦେମି ପକ୍ଷରୁ ଆସନ୍ତା ୨୮ ଓ ୨୯ ତାରିଖରେ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଭୁବନେଶ୍ୱରର ବୁଦ୍ଧମନ୍ଦିର ସଭାଗୃହରେ ୨୮ ତାରିଖ ସକାଳ ୧୦ଟା ୩୦ରେ ଆରମ୍ଭ ହେବାକୁଥିବା ଏହି…
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୬ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦ୍‌ଯାପିତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୬ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ସ୍ଥାନୀୟ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଦୁଇଦିନ ଧରି ଚାଲିବା ପରେ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିବସର ଉଦଘାଟନୀ…
Read More...

ଦେବଙ୍ଗ ୟୁପି ସ୍କୁଲରେ ନବନିଯୁକ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଦେବଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପତ୍ରାପାଲି ଓ ଭୋଇପରା କ୍ଲଷ୍ଟରର ମିଳିତ ଉଦ୍ୟମରେ ନବନିଯୁକ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୧ ଜଣ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା…
Read More...

ଚାନ୍ଦୋତରାରେ ବେଆଇନ ବାଲି ଚୋରା ଚାଲାଣ ପ୍ରତିବାଦରେ ଉନ୍ଦେର ନଦୀ ଚାଷୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାସ୍ତାରୋକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଉନ୍ଦେର ନଦୀରୁ ବେଆଇନ ଭାବରେ ବାଲି ଚୋରା ଚାଲାଣ ପ୍ରତିବାଦରେ ଚାନ୍ଦୋତରା ଉନ୍ଦେର ନଦୀ ଚାଷୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉନ୍ଦେର ନଦୀ ସେତୁ ମଧ୍ୟରେ ରାସ୍ତାରୋକ ଆନ୍ଦୋଳନ କରାଯାଇଛି ।…
Read More...

ଦ୍ୱିଦିବସୀୟ ଆଜା ନାଚଲେ କାର୍ଯ୍ୟକ୍ରମ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ରୋଜା ନୃତ୍ୟାନୁଷ୍ଠାନ ପକ୍ଷରୁ ଦ୍ୱିଦିବସୀୟ ଆଜା ନାଚଲେ କାର୍ଯ୍ୟକ୍ରମ ସ୍ଥାନୀୟ ଭଞ୍ଜଭବନ ଅଡିଟୋରିୟମ ଠାରେ ଆରମ୍ଭ ହୋଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ଆଲୋକ କୁମାର ଜେନା, ସଭାପତି ବିଜୟ ମୁଖୀ ଓ ସମ୍ପାଦକ…
Read More...