Daily Archives

ରୋଜଗାର ମେଳାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● ରୋଜଗାର ମେଳାରେ ୫୧ ହଜାର ଯୁବକଯୁବତୀଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରିବା ଅତ୍ୟନ୍ତ ଆନନ୍ଦର ବିଷୟ, ଦେଶ ନିର୍ମାଣ ଦିଗରେ ପଦକ୍ଷେପ ନେଉଥିବା ସମସ୍ତ ଯୁବବର୍ଗଙ୍କୁ ଶୁଭେଚ୍ଛା : ପ୍ରଧାନମନ୍ତ୍ରୀ● ଦେଶର ଯୁବକମାନଙ୍କୁ ସର୍ବାଧିକ ନିଯୁକ୍ତି ପ୍ରଦାନ କରିବା ଆମର
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ନବନିର୍ମିତ ଓଡ଼ିଶାର ପ୍ରଥମ ୫୦ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ଚିକିତ୍ସା କେନ୍ଦ୍ରକୁ…

ବରଗଡ, (ନିରୋଜ କୁମାର ପାଣୀ) : ଆୟୁର୍ବେଦ ଦିବସ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ନବନିର୍ମିତ ଓଡ଼ିଶାର ପ୍ରଥମ ୫୦ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ଚିକିତ୍ସା କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଛନ୍ତି । ଉଦ୍‌ଘାଟନୀ ସମାରୋହର ମୁଖ୍ୟ
Read More...

ଭୁବନେଶ୍ୱରରେ ରୋଜଗାର ମେଳା : ୩୩୦ ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଅଭିନବ କାର୍ଯ୍ୟକ୍ରମ ବହୁସଂଖ୍ୟକ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିଛି : କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ
Read More...

ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଶମନ ଦିବସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଶମନ ଦିବସ ମଙ୍ଗଳବାର କଲେକ୍ଟ୍ରେଟ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନସ୍ଲୋ ସରକାରୀ ବିଦ୍ୟାଳୟ ଠାରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ରାଲି ବାହାରି ସହର
Read More...

ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା ଦିଗରେ ସଚେତନତା ସଭା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଛତ୍ରପୁର ପଞ୍ଚାୟତ ସମିତି ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ସଚେତନତା ସଭା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଇତିହାସ ବିଭାଗର ପାଠଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଇତିହାସ ବିଭାଗର ଏକ ପାଠଚକ୍ର ଶୀର୍ଷକ 'ନଅଙ୍କ ଦୁର୍ଭିକ୍ଷ ଓ ଟିରେଭେନ୍ସାଙ୍କ ଭୂମିକା' ଡଃ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟବକ୍ତା ଭାବରେ ଇତିହାସ ବିଭାଗର ପୂର୍ବତନ
Read More...

ଭୋଇପଡାରେ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଟିଟିଲାଗଡ଼-ବଙ୍ଗୋମୁଣ୍ଡା ୫୯ ନମ୍ବର ଜାତୀୟ ରାଜପଥର ମୁରିବାହାଲ ବ୍ଲକ ଭୋଇପଡା ଗ୍ରାମ ନିକଟ ମକସିରମୁଣ୍ଡା ପୋଖରୀ କାଳ ସାଜିଥିବା ବେଳେ ଏଠାରେ ଦୁର୍ଘଟଣା ବହୁମାତ୍ରାରେ ବୃଦ୍ଧି ପାଇବା ସହ ଦୁର୍ଘଟଣାରେ ଅନେକଙ୍କ ଜୀବନ ଯାଇସାରିଛି । ଏହି ପୋଖରୀ
Read More...

ଜିଲ୍ଲାସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ – ୨୦୨୪ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ,୨୦୨୪ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହ ଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଗୌରମ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ
Read More...

ସଦର ମହକୁମାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ମହକୁମାରେ ପାଳିତ ହୋଇଛି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୱାକାଥନ୍ ସହିତ ପଥୋତ୍ସବ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡ.
Read More...

ତୁରେକେଲା ବ୍ଲକ ମହଖଣ୍ଡ ପଂଚାୟତ ଜନଶୁଣାଣିରେ ଗଣ୍ଡଗୋଳ ପରିସ୍ଥିତି

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହଖଣ୍ଡ ପାଞ୍ଚାୟତ ସ୍ତରୀୟ ଜନଶୁଣାଣୀରେ ଝାମେଲା ଓ ମାଡ଼ପିଟ୍‌ ଅଳ୍ପକେ ବର୍ତ୍ତିଲେ ଜିଆର୍‌ଏସ୍‌ ବାବୁ । ଜିଆର୍‌ଏସ୍‌ଙ୍କ ନାଁରେ ଲାଞ୍ଚ ନେବାର ଅଭିଯୋଗ କଲେ ଗ୍ରାମବାସୀ । ସୂଚନା ଅନୁସାରେ ସୋମବାର ଦିନ ମହଖଣ୍ଡ ପଂଚାୟତ
Read More...