Daily Archives

ବାଇକ୍‌ – ଟ୍ରକ୍‌ ମୁହାମୁହିଁ ଧକ୍କା : ୨ ମୃତ

ଭଦ୍ରକ : ୧୬ ନମ୍ୱର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ଦୁର୍ଘଟଣା । ବିଳମ୍ବିତ ରାତିରେ ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌ । ବାଇକରେ ଥିବା ଆରୋହୀଙ୍କ ମଧ୍ୟରୁ ୨ ମୃତ । ମୃତକ ମଧ୍ୟରେ ଭଦ୍ରକ ପଥରଆଡ଼ି ଓ ବରିକପୂର ଅଞ୍ଚଳର ୨ ଜଣ ଯୁବକ ଥିଲେ । ତେବେ ବାଇକ୍‌ରେ ୨ ଜଣ
Read More...

ସି. ପି. ଆଇ. ଏମ୍.ର ମହା ଅଧିବେଶନ ଏପ୍ରିଲରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସି. ପି. ଆଇ. ଏମ୍.ର ପାର୍ଟି କଂଗ୍ରେସ ବା ଜାତୀୟ ମହାଧିବେଶନ ଆସନ୍ତା ୨ରୁ ୬ ଏପ୍ରିଲ ୨୦୨୫ ତାମିଲନାଡୁର ମଦୁରାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମହାଧିବେଶନ ପୂର୍ବରୁ ପାର୍ଟିର ସମସ୍ତ ୟୁନିଟ୍‌ ବା ଶାଖା କମିଟି ଠାରୁ, ଆଂଚଳିକ କମିଟି, ଜିଲ୍ଲା
Read More...

ନୂଆଁଖାଇର ହାର୍ଦ୍ଦିକ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ ଦେଶର ଚାଷୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : 'ନୂଆଁଖାଇ ଜୁହାର୍' ନୂଆଁଖାଇର ବିଶେଷ
Read More...

ଜରୁରୀକାଳୀନ ସେବା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ସେପ୍ଟେମ୍ୱର ୯ରେ 'ଜରୁରୀକାଳୀନ ସେବା ଦିବସ' ପାଳନ କରାଯାଏ । ଏହି ଦିବସ ପାଳନର ଉଦ୍ଧେଶ୍ୟ ହେଉଛି ଜାତୀୟ ସ୍ୱାସ୍ଥ୍ୟ ସେବା ଏବଂ ଜରୁରୀକାଳୀନ ସେବାରେ ଯେଉଁ ମାନେ କାର୍ଯ୍ୟରତ ସେହି ମାନଙ୍କୁ ସହଯୋଗର ହାତ ବଢାଇବା । ଏହି ଦିବସ ପାଳନ
Read More...

ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ (୧) ଅଙ୍ଗନୱାଡ଼ି କେନ୍ଦ୍ରର ନୂତନ ଗୃହ ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ଉତ୍ସବରେ ପୁରୀ ଲୋକସଭା ସାଂସଦ ଡଃ. ସମ୍ବିତ ପାତ୍ର ମୁଖ୍ୟଅତିଥି, ସ୍ଥାନୀୟ
Read More...

ହୋତା ପରିବାରରେ ନୂଆଁଖାଇ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସରଗଡାରେ ହୋତା ପରିବାରଙ୍କ ଦ୍ଵାରା ଭାଇଚାରା ପର୍ବ ନୂଆଁଖାଇ ପାଳନ କରାଯାଇଛି । ୪୨ ଜଣ ଗୋଟେ ସ୍ଥାନରେ ବସି ଅନ୍ନପ୍ରସାଦ ଗ୍ରହଣ କରିଥିଲେ । ପରିବାରର ବୟୋଜ୍ୟେଷ୍ଠ ରାଜକିଶୋର ହୋତା ଓ ପ୍ରସନ୍ନ କୁମାର ହୋତାଙ୍କ ତତ୍ତ୍ଵାବଧାନରେ ଲଗ୍ନ
Read More...

ମଣ୍ଡଳ ସ୍ତରୀୟ ମିଶନ ଶକ୍ତି ବଜାର ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ବଜାର ସ୍ଥିତ ରାଧାଶ୍ୟାମ ବିଲ୍ଡିଂରେ ବେରବୋଇ ମହିଳା ମଣ୍ଡଳ ପକ୍ଷରୁ ମିଶନ ଶକ୍ତି ବଜାର ଗୃହ ଉଦ୍‌ଘାଟିତ ହୋଇଯାଇଛି । ବେରବୋଇ ମଣ୍ଡଳ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁକାନ୍ତି ସାହୁଙ୍କ
Read More...

ନୃସିଂହନାଥରେ ପାଳିତ ହେଲା ନୂଆଁଖାଇ ପର୍ବ : ହଜାର ହଜାର ଭକ୍ତ ପାଇଲେ ପ୍ରସାଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ବରଗଡ ଜିଲ୍ଲା ନୃସିଂହନାଥ ପୀଠରେ ପାଳିତ ହୋଇଯାଇଛି । ଏଥିରେ ହଜାର ହଜାର ଭକ୍ତ ଏକତ୍ରିତ ହୋଇ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏହି ପର୍ବ ପାଳନ କରିଥିଲେ । ଏହି ଦିନ ଯେ, ଯେତେ ଦୂରେ ଥିଲେ
Read More...

ମିଠାପାଲି ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲି ଗ୍ରାମରେ ନୂଆଁଖାଇ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ନୂଆଁଖାଇ ପରେ ଅପରାହ୍ନ ୪ଟାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମ ପରିଚାଳନା କମିଟିର ସଭାପତି ତ୍ରିଲୋଚନ ସାହୁ,
Read More...

ରେଙ୍ଗାଲିରେ ଲଗାଣ ଲଘୁଚାପ ବର୍ଷାରେ ଗଛ ପଡ଼ି ଘର ଭାଙ୍ଗିଲା : ଅଳ୍ପକେ ବର୍ତ୍ତିଲେ ୭ ପ୍ରାଣୀ କୁଟୁମ୍ବ, ଫିକା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାରେ ତୁହାକୁ ତୁହା ଲଗାଣ ଲଘୁଚାପ ବର୍ଷା ଲାଗିରହିଛି । ଲଘୁଚାପ ବର୍ଷା ପ୍ରଭାବରେ ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ପଞ୍ଚାୟତ ରେଙ୍ଗାଲି ଗ୍ରାମର ସୁରୁକାନ୍ତ ଭୋଇଙ୍କ ଘର ଉପରେ ଶନିବାର ରାତିରେ ପାଖରେ ଥିବା ଏକ ବଡ ରହେନ ଗଛ ପଡ଼ି ଯିବାରୁ
Read More...